୪ ଭରିର ସୁନା ଚେନ୍ ଝାମ୍ପି ନେଲା ଦୁର୍ବୃତ୍ତ
ପୁରୀ : ପୁରୀ ଲୋକନାଥ ମନ୍ଦିର ଭିତରେ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍ ଲୁଟି ନେଇଥିବା ଅଭିଯୋଗ ହେଇଛି । ଅଭିଯୋଗ ଅନୁସାରେ ଛତ୍ରପୁର ଅଂଚଳର ମଞ୍ଜୁଳା ପାତ୍ର ଆଜି ସକାଳେ ତାଙ୍କ ପରିବାର ସହ ପୁରୀ ଆସି ଲୋକନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ମନ୍ଦିର ଗର୍ଭଗୃହ ଭିତରେ!-->…
Read More...
Read More...