Browsing Tag

puri news

ଶ୍ରୀ ମନ୍ଦିର ରୋଷେଇ ଘରେ ପଶି ୭ଟି କୋଠଭୋଗ ଚୁଲି ସମେତ ୧୦୦ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ମନ୍ଦିର ରୋଷେଇ ଘରେ ପଶି ୧୦୦ ରୁ ଅଧିକ ଚୁଲି ଦୁର୍ବୃତ୍ତମାନେ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆଜି ଭୋରରୁ ଏହି ଚୂଲି ଗୁଡିକୁ ଭାଙ୍ଗି ଦିଆଯାଇଛି । ମହାପ୍ରସାଦ ରନ୍ଧନ ପାଇଁ ବ୍ୟବହାର ହେଉଥିବା ଏହି ଚୁଲିଗୁଡିକୁ କେହି…
Read More...

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ମର୍ଯ୍ୟାଦାଜନକ ଓଡ଼ିଶା ବାଗ୍ମୀପ୍ରଭା ସମ୍ମାନ ୨୦୨୨

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ରୀନାଥ ବାହିନୀପତି ସ୍ମୃତି ସଂସଦ ଆନୁକୂଲ୍ୟରେ ନବମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ମର୍ଯ୍ୟାଦାଜନକ ଓଡ଼ିଶା ବାଗ୍ମୀପ୍ରଭା ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଓଡ଼ିଶାରେ…
Read More...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଶ୍ରୀମନ୍ଦିର ଦର୍ଶନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସୋମବାର ରାତି ୯ଟା ବେଳେ ପୁରୀ ଗସ୍ତରେ ଆସିଥିଲେ । ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ସେ ଶ୍ରୀମନ୍ଦିର ଦର୍ଶନକୁ ଆସିଥିଲେ ।…
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଗସ୍ତରେ ଥିବା ୫ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ସକାଳେ ପୁରୀରେ ପହଞ୍ଚିବା ପରେ ମରିଚିକୋଟ ଛକଠାରୁ ବ୍ୟାଟେରୀ ଚାଳିତ ଗାଡି ଯୋଗେ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ…
Read More...

ପଥଚାରୀଙ୍କ ପାଇଁ ଖୋଲିଲା ଜଳଛତ୍ର କେନ୍ଦ୍ର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଡେଲାଙ୍ଗ କୋଠବାଡ ପଞ୍ଚାୟତର ଯୁବ ସରପଂଚ ତଥା ସମାଜସେବୀ ଦୀପକ୍ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଡେଲାଙ୍ଗ ଯୁବକ ସଂଘ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ ରଖି, ବଡ଼…
Read More...

ଅଷ୍ଟଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ଦମ୍ପତି ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିବା ଅଭିଯୋଗରେ ଗୋଟେ ଦମ୍ପତିଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ନିମାପଡା ଥାନା ପାଟପୁର ଅଞ୍ଚଳର ପ୍ରଫୁଲ ମିଶ୍ର ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡିଛି । ଚନ୍ଦନପୁର ଥାନା ପୋଲିସ…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାନସ ସାହୁଙ୍କ ବାଲୁକା କଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ମହିଳାମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି । ଚଳିତ ବର୍ଷର ଥିମ୍‌କୁ ଆଧାର କରି ପୁରୀର ଲାଇଟ୍ ହାଉସ୍ ନିକଟସ୍ଥ…
Read More...

ଆନ୍ତଃ ଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ପୋଲିସ : ୭ ବାଇକ୍ ଜବତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀର ବିଭିନ୍ନ ସ୍ଥାନରୁ ବାଇକ ସହିତ ଟିଭି, କମ୍ପ୍ୟୁଟର ଆଦି ଲୁଟ କରୁଥିବା ଏକ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ଖୋର୍ଦ୍ଧା ନିରାକାରପୁର ମଂଜରିଆ ପାଟଣାର ମହେଶ୍ୱର…
Read More...

ଗାଡ଼ିରୁ ଖସିପଡିଲେ ମହିଳା, ଅବସ୍ଥା ଗୁରୁତର

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ-କୋଣାର୍କ ବେଳାମାର୍ଗ ବେଲେଶ୍ୱରପାଟଣା ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବେଳାମାର୍ଗ ବେଲେଶ୍ୱରପାଟଣା ଛକ ନିକଟରେ ଥିବା ହମ୍ପ୍‌ସ୍‌ ଠାରେ ପିଟି ହୋଇ ଜଣେ ମହିଳାଙ୍‌ଙ୍କର ଏକ ଗିଅରବିହୀନ…
Read More...

ପୁରୀ ସହରରେ ବୁଲୁଛି ହେଟାବାଘ : ଲୋକ ଆତଙ୍କୀତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସମୁଦ୍ର କୂଳ ଥାନା ଅଧୀନସ୍ଥ ବ୍ଲକ ଛକରେ ହେଟାବାଘ ବୁଲୁଥିବା ଜଣାପଡିଛି । ଗତ ୨ ତାରିଖ ରାତିରେ ହେଟାବାଘଟି ବୁଲୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ବାଲୁଖଣ୍ଡ ଅଭୟାରଣ୍ୟରୁ ଏହି ହେଟାବାଘ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ଏହି ଖବର…
Read More...