Browsing Tag

puri news

ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ପୁରୀ ଗସ୍ତରେ ଆସିଥିବା ବେଳେ ଆଜି ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ ତମ ଆବିର୍ଭାବ ମହୋତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି
Read More...

ବୁଥ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ : ୪୦ରୁ ଅଧିକ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବୁଥ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଆଳନ୍ଦା ଗ୍ରାମପଞ୍ଚାୟତର ଆଳନ୍ଦା ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ହୋଇଥିବାରୁ ୪୦ରୁ ଅଧିକ
Read More...

ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ୪ ଗିରଫ

ପୁରୀ : ଆଜି ପୁରୀ ଜିଲ୍ଲାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ଏହି ମାମଲାରେ ୪ ଜଣ ଅଭିଯୁକ୍ତ ବେପାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସ୍‌ଟିଏଫ୍‌ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ
Read More...

ଗୋପୀନାଥ ମନ୍ଦିରରୁ ଚୋରି

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ନିକଟସ୍ଥ ନୂଆ ସୋମେଶ୍ୱରପୁର ଗ୍ରାମର ଗୋପୀନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ମନ୍ଦିର ମୁଖ୍ୟ ଦ୍ୱାରା ତାଲା ଭାଙ୍ଗି ଦୁର୍ବୃତ୍ତ ସିଂହାସନରେ ପୂଜା ପାଉଥିବା
Read More...

୪ ଭରିର ସୁନା ଚେନ୍‌ ଝାମ୍ପି ନେଲା ଦୁର୍ବୃତ୍ତ

ପୁରୀ : ପୁରୀ ଲୋକନାଥ ମନ୍ଦିର ଭିତରେ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍‌ ଲୁଟି ନେଇଥିବା ଅଭିଯୋଗ ହେଇଛି । ଅଭିଯୋଗ ଅନୁସାରେ ଛତ୍ରପୁର ଅଂଚଳର ମଞ୍ଜୁଳା ପାତ୍ର ଆଜି ସକାଳେ ତାଙ୍କ ପରିବାର ସହ ପୁରୀ ଆସି ଲୋକନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ମନ୍ଦିର ଗର୍ଭଗୃହ ଭିତରେ
Read More...

୧୦ଲକ୍ଷ ୧୦ହଜାର ଟଙ୍କାର ବ୍ରାଉନ ସୁଗାର ଜବତ : ୧ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଚନ୍ଦନପୁର ପୋଲିସ ବ୍ରାଉନ କିଙ୍ଗପିନ ଭୀମସେନ ପ୍ରଧାନକୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଭୀମସେନକୁ ପୋଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକଠାରୁ ଗିରଫ କରି ତା' ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ମିଳିଛି । ଜବତ
Read More...

ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ

ପୁରୀ, (ଦିଲ୍ଲୀପ କୁମର ଧାଉଡିଆ) : ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ସହ ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ସେ ବୁଲି
Read More...

ଫେବୃଆରୀ ୧ରୁ ଭକ୍ତମାନଙ୍କ ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବ

ପୁରୀ : ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତିର ସାମାନ୍ୟତମ ଉନ୍ନତିକୁ ଦୃଷ୍ଟିରେ ରଖି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଫେବୃଆରୀ ୧ରୁ ଭକ୍ତଙ୍କ ପାଇଁ ପୁଣି ଖୋଲାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଏକ ବୈଠକ ପରେ ପୁରୀ ଜିଲ୍ଲା କଲେକ୍ଟର ସମର୍ଥ
Read More...

ଜିଲ୍ଲାପାଳ କୋଭିଡ ସ୍ଥିତି ସମୀକ୍ଷା କଲେ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାରେ ଜିଲ୍ଲାପାଳ ସମର୍ଥ ବର୍ମା କୋଭିଡ୍ ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି । ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଗସ୍ତ କରି ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ୍ କରିଥିବା ବେଳେ ସେ ମୁଖ୍ୟ ଚିକିତ୍ସାଳୟର
Read More...

ପୋଲିସ ହାତରେ ଧରାପଡିଲେ ବ୍ରାଉନସୁଗର ବେପାରୀ : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ୫ଜଣ ବେପାରୀ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବାସେଳିସାହୀ ଠାରେ ଏସଟିଏଫ୍ ଓ ବାସେଳୀସାହି ପୋଲିସର ମଳିତ ଚଢାଉରେ ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇ ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ବେପାରୀଙ୍କ ଠୁ ୪ହଜାର ଟଙ୍କା, ମୋବାଇଲ ଓ ଦୁଇଟି ବାଇକ
Read More...