Browsing Tag

pib news

ନୂଆଦିଲ୍ଲୀଠାରେ ରାଜଭାଷା ବିଭାଗର ‘ସୁବର୍ଣ୍ଣ ଜୟନ୍ତୀ ସମାରୋହ’କୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି…

ସଂଘର୍ଷ, ସାଧନା ଏବଂ ସଂକଳ୍ପ ଆଧାରରେ ରାଜଭାଷା ବିଭାଗ ୫୦ ବର୍ଷର ଯାତ୍ରା ପୂରଣ କରିଛିମୋଦୀ ସରକାର ଅଧୀନରେ ଭାରତୀୟ ଭାଷାଗୁଡ଼ିକ ପ୍ରଯୁକ୍ତି, ଶିକ୍ଷା ଏବଂ ପ୍ରଶାସନ କ୍ଷେତ୍ରରେ ଅଭୂତପୂର୍ବ ପ୍ରୋତ୍ସାହନ ପାଉଛନ୍ତିଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଏକ ରାଷ୍ଟ୍ରର ଆତ୍ମାଦେଶର
Read More...

ଭୁବନେଶ୍ୱରରେ ଶିଳ୍ପ ସମାଗମ ମେଳା ଉଦଘାଟିତ

ଭାରତର ଉତ୍କୃଷ୍ଟ କାରିଗରୀର ପ୍ରଦର୍ଶନ ସହ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆଜି ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ
Read More...

ଗଣତନ୍ତ୍ର ଜିନ୍ଦାବାଦ ଯାତ୍ରାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

• ୨୫ ଜୁନ ୨୦୨୫ରେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାର• ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଦେଶରେ ଜରୁରୀକାଳୀନ
Read More...

ଭାରତରେ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ, (ପିଆଇବି) : ୨୫ ଜୁନ୍୧୯୭୫ ରୁ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ, ସମ୍ବିଧାନର ଧାରା ୩୫୨ ଅନୁଯାୟୀ ଭାରତରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଥିଲା । ଶାସକ କଳର ବୈଧତାକୁ ଦୋହଲାଇ ଦେଇଥିବା ରାଜନୈତିକ ଅସ୍ଥିରତା ଏବଂ ନ୍ୟାୟିକ ବିକାଶର ପୃଷ୍ଠଭୂମିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
Read More...

ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅନୁସୂଚୀତ ଜାତି ବର୍ଗର ଜଣେ ଯୁବକଙ୍କୁ ବିବାହ କରିଥିବା ଅନୁସୂଚୀତ ଜନଜାତି ବର୍ଗର ଜଣେ…

ରିପୋର୍ଟ ଅନୁସାରେ ଗ୍ରାମାବାସୀମାନେ ମହିଳାଙ୍କ ପରିବାରକୁ ପୁଣି ସମାଜରେ ଗ୍ରହଣ କରିବା ପୂର୍ବରୁ ପରିବାରର ପୁରୁଷମାନଙ୍କ ମୁଣ୍ଡ ଲଣ୍ଡା କରି ଏକ ଶୁଦ୍ଧୀକରଣ ଅନୁଷ୍ଠାନ କରିଥିଲେଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଏକ ସବିଶେଷ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନୋଟିସ୍ ଜାରି
Read More...

ନୂଆଦିଲ୍ଲୀରେ ‘ସମ୍ବିଧାନ ହାତ୍ୟା ଦିବସ “ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ…

ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଭବିଷ୍ୟତରେ କୌଣସି ବ୍ୟକ୍ତି ସମ୍ବିଧାନ ବିରୁଦ୍ଧରେ ନିଜର ଏକଛତ୍ରବାଦୀ ମାନସିକତା ଲଦି ପାରିବେ ନାହିଁତତ୍କାଳୀନ ପ୍ରଧାନମନ୍ତ୍ରୀ କେବଳ ଏତିକି କହି ସମଗ୍ର ସମ୍ବିଧାନର ଭାବନାକୁ ନଷ୍ଟ କରିଦେଲେ-ରାଷ୍ଟ୍ରପତି
Read More...

କେନ୍ଦ୍ର କ୍ୟାବିନେଟ ବୈଠକରେ ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସଂକଳ୍ପ ଗୃହୀତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକ ସଂକଳ୍ପ ଗୃହୀତ ହୋଇଛି । ସାହସିକତାର ସହିତ ଜରୁରିକାଳୀନ ପରିସ୍ଥିତି ଏବଂ ଭାରତୀୟ ସମ୍ବିଧାନର
Read More...

ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ପାଇଁ ସଂଶୋଧିତ ଝରିଆ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଝରିଆ ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି । ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର
Read More...

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କିତ ବୈଠକ ଅନୁଷ୍ଠିତ

ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’ଗଠନ କରିବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଆଲୋଚନା କଲେ
Read More...

ରଥଯାତ୍ରା ଶ୍ରଦ୍ଧାଳୁଙ୍କ ସେବାରେ ଭାରତୀୟ ରେଳ(ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା…

ନୂଆଦିଲ୍ଲୀ, (ପିଆଇବି) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା । ଏହି
Read More...