Browsing Tag

patanagarh news

ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ମୃତଦେହ ଶାଶୁ ଘରୁ ଉଦ୍ଧାର ହୋଇଥିବା ଜଣାପଡିଛି ।…
Read More...

ଜୈବିକ ଚାଷ କରି ଚାଷୀ ସୀମାଞ୍ଚଳ ରାଉତ ଉପକୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଓମ୍ ଏଗ୍ରୋ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀରେ ପାଟଣାଗଡ଼ ବ୍ଲକ ସେଲ୍ ହେଡ୍‌ ଭାବେ ଅକ୍ଷୟ ଦୀର୍ଘ ୬ବର୍ଷ ଧରି କମ୍ପାନୀରେ କାମ କରିବା ସହ ବ୍ଲକର ବିଭିନ୍ନ ପଞ୍ଚାୟତ ଡାଏଡୁମେର, ସୁନା ମୁଦି, ତୁଲସୀଡୁଙ୍ଗୁରୀ,…
Read More...

କୁନି ଝିଅ ପ୍ରିୟଙ୍କା ସାହୁ ଅଦରକାରୀ କାଗଜରେ ତିଆରି କଲେ ରଥ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗାଁର କୁନି ଝିଅ ପ୍ରିୟଙ୍କା ସାହୁ ଅଦରକାରୀ କାଗଜରେ ତିଆରି କରିଛନ୍ତି କୁନି ରଥ । ମାତ୍ର ୧୫ ସେ.ମି.ର ଏହି ରଥରେ ତିନି ଦିଅଁଙ୍କୁ ସୁନ୍ଦର୍ ଭାବରେ ସଜାଇ ଆସନରେ ବସାଇଛନ୍ତି । ଏହି ରଥକୁ ଦେଖିବା ପାଇଁ ଆଖ ପାଖର…
Read More...

ଅସୁରକ୍ଷିତ ମୁକୁଳା ପାଣି ଟାଙ୍କିରୁ ପାଟଣାଗଡ଼ ସହରବାସୀଙ୍କୁ ବିଶୁଦ୍ଧପାଣି ପରିବର୍ତ୍ତେ ଗୋଳିଆ ପାଣି ଯୋଗାଉଛି…

କୋଟି ଟଙ୍କାର ପାଣି ବିଶୋଧନ ମେସିନ୍‌ ଅଚଳ : ମରାମତି କରିବାକୁ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ଜଳରୁ ଆରମ୍ଭ ଜୀବନ । ଆମ୍ଭେ ସାଧାରଣତଃ କହୁ ଯେ, ଜଳ ହିଁ ଜୀବନ । ଜଳ ବିନା ଜୀବନ ବଞ୍ଚିବା ଅସମ୍ଭବ । ତେବେ ଏକଥା ବି ସତ ଏବଂ ମଣିଷ ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ଵିଧାରେ ପିଇ…
Read More...

ତୁର୍ଲାରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ଆଜିର ଆହ୍ୱ।ନ ଏକଗଛ ଏକ ସନ୍ତାନ ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରିଶଙ୍କର ବନପାଳ ଅରବିନ୍ଦ ଧରୁଆ…
Read More...

ତମିଆଁରେ ବନମହୋତ୍ସବ

ପାଟଣାଗଡ, (ଗୋରେଖନାଥ ବରିହା) : ଗଛ ମଣିଷ ତ୍ରିଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ସରସ୍ଵତୀ ଶିଶୁ ମନ୍ଦିର, ତମିଆଁ ପରିସରରେ ୭୩ ତମ ବନ ମହୋତ୍ସବ ପାଳନ ହୋଇ ଯାଇଛି । ଭାଇ ଭଉଣୀ, ଗୁରୁଜୀ ଗୁରୁମାଙ୍କ ସହ ବନ ବିଭାଗ ଅଧିକାରୀ ମିଶି ବିଭିନ୍ନ ପ୍ରକାର କାଜୁ, ଛତିଆନା, ବଉଳ, ଚାକୁଣ୍ଡା, ଅଁଳା ଏହି…
Read More...

କୃଷି ବୀମା ରାଶି ପ୍ରଦାନ ଓ ଖପ୍ରାଖୋଲ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ପାଇଁ ଖପ୍ରାଖୋଲ ପଞ୍ଚାୟତ…

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତର କୃଷି ବୀମା ରାଶିକୁ ବୀମା କମ୍ପାନୀ ସ୍ଥଗିତ ରଖିଛି । ଏହାକୁ ପଞ୍ଚାୟତର ଚାଷୀ ବିରୋଧ କରି ସୋମବାର ଦିନ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଏକ ଦାବୀପତ୍ର…
Read More...

ଫଟାମୁଣ୍ଡାରେ ବନମହୋତ୍ସବ ପାଳନ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡ ବନବିଭାଗ ଓ କୋସଲି ଡେରା ପାଟଣାଗଡ ତରଫରୁ ଫଟାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବନମହୋତ୍ସବ ପାଳିତ ହୋଇଯାଇଛି । ପାଟଣାଗଡ ବନାଞ୍ଚଳ ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି ଓ ଫଟାମୁଣ୍ଡା ସରପଞ୍ଚ ଶ୍ରୀମତି ଋତୁମ୍ଭରା ନାଏକ ଅତିଥି ଭାବେ ଯୋଗ…
Read More...

ପାଟଣାଗଡ ବନବିଭାଗ ପକ୍ଷରୁ ୭୩ତମ ବନ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବ ପାଟଣାଗଡ଼ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ରେଞ୍ଜ ଅଧିକାରୀ ଆନନ୍ଦ…
Read More...

ପାଟଣାଗଡ ଉପଜିଲ୍ଲାପାଳ ସାଜିଲେ ଶିକ୍ଷକ

ଗୁଣାତ୍ମକ ଶିକ୍ଷା ଆରୋହଣ ସାଙ୍ଗକୁ ଗୁଣାତ୍ମକ ଆଚରଣ ଆବଶ୍ୟକ : ଉପଜିଲ୍ଲାପାଳ ଶ୍ରୀ ସେଠୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟର ଏକ ସଭାକୁ ଶନିବାର ଦିନ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ…
Read More...