Browsing Tag

padmapur news

ପାଲା ଓ ସଂଚାର ମାଧ୍ୟମରେ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ୧୨ ଗୋଟି ପଞ୍ଚାୟତ ଲଖମରା, ବାଦିକଟା, ସରେଇକେଳା, ପଲସଦା, ଭେଙ୍ଗରାଜପୁର, ମାଣ୍ଡିଆଢିପା, ଛେତଗାଁ, ଭୁବନେଶ୍ୱର, ଝିଟିକି, ବରତୁଣ୍ଡା, ଛିନ୍ଦେଇକେଲା ଓ ମାଣ୍ଡୋସିଲ ପଞ୍ଚାୟତକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ…
Read More...

୧୫ତମ ଶେଖ୍‌ ହାଇଦର୍‌ ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ୧୫ତମ ଶେଖ ହାଇଦର ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି । ଦୀର୍ଘ ଦୁଇ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୦ଟି ଟିମ ଯୋଗ ଦେବାକୁ ଥିବା ବେଳେ ପ୍ରଥମ ଦିନରେ ୨୫ଟି ଦଳ…
Read More...

ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସହାୟତାରେ ଓ ଶିଳ୍ପ ନିର୍ଦେଶାଳୟ ଓଡ଼ିଆ ଭୁବନେଶ୍ୱରଙ୍କ ଜରିଆରେ ଏବଂ ସମ୍ବଲପୁରୀ ବସ୍ତ୍ରାଳୟଙ୍କ ତତ୍ବାବଧାନରେ ପଦମପୁର ବ୍ଳକର ଘନାମାଲ ଓ ଖଇରପାଲି ଗ୍ରାମରେ ସୁତା ରଙ୍ଗେଇ ତାଲିମ ଶିବିରକୁ ବରଗଡ…
Read More...

ପଦ୍ମପୁରରେ କରୋନା ଟୀକାକରଣ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସାରା ଦେଶରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ଏମସିଏଚ ବିଲଡିଂ ଟୀକାକରଣ କେନ୍ଦ୍ରରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନକରି…
Read More...

ବାପା ମାଆଙ୍କୁ ହେଲମେଟ ଉପହାର ଦେଇ ସଚେତନତା ବାର୍ତ୍ତା ଦେଲେ ଦୁଇ ଭାଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଏବଂ ଆକାଶ କୁମାର ସାହୁ ତାଙ୍କ ପିତାମାତାଙ୍କୁ ହେଲମେଟ ଉପହାର ଦେଇ ଏକ ନିଆରା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଉଭୟଙ୍କୁ ବରଗଡ଼ ଆଂଚଳିକ…
Read More...

ଦେଉଳି ଗ୍ରାମରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆନୁକୂଲ୍ୟରେ ମକର ମିଳନ ଦେଉଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡ଼ ସରୋଜ…
Read More...

ରାଜସ୍ୱ ବିଭାଗର ବିଭିନ୍ନ ଆଇନ ସମ୍ପର୍କିତ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ସ୍ତରୀୟ ରାଜସ୍ବ ବିଭାଗର ବିଭିନ୍ନ ଆଇନ ଏବଂ ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କିତ ଏକ କର୍ମଶାଳା ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହ ମଧ୍ୟରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ନୋଙ୍କ ଅଧ୍ୟକ୍ଷତାରେ…
Read More...

କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଲଲିପପ୍ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କୁ ଏକ ଲଲିପପ୍ ଧରାଇ ଦେଇଛନ୍ତି ବୋଲି ବିଜେପିର ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ଶ୍ରମିକ ନେତା ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍‌ନ୍ତି…
Read More...

ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ବେହେରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ବରଗଡ ଜିଲ୍ଲା ରେଡକ୍ରସ ଅଫିସର ପ୍ରଫୁଲ୍ଲ ବେହେରାଙ୍କ ୭୦ ବର୍ଷ ବୟସରେ ସ୍‌ସ୍ୱର୍ଗାରୋହଣ କରିଛ‌ନ୍ତି । ତାଙ୍କର ଶବାଧାରରେ ଶହ ଶହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ବରଗଡ ଜିଲ୍ଲା ବାରିକ ସମାଜର ମଧ୍ୟ…
Read More...

ଯୋଖିପାଲିର ଦୁଇ ଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁ ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ…
Read More...