ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ବେହେରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ବରଗଡ ଜିଲ୍ଲା ରେଡକ୍ରସ ଅଫିସର ପ୍ରଫୁଲ୍ଲ ବେହେରାଙ୍କ ୭୦ ବର୍ଷ ବୟସରେ ସ୍‌ସ୍ୱର୍ଗାରୋହଣ କରିଛ‌ନ୍ତି । ତାଙ୍କର ଶବାଧାରରେ ଶହ ଶହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ବରଗଡ ଜିଲ୍ଲା ବାରିକ ସମାଜର ମଧ୍ୟ ସଭାପତି ବଳଦେବ ବାରିକ, ଉପ ସଭାପତି ଦୁର୍ଗା ପ୍ରସାଦ ବାରିକ, ସମ୍ପାଦକ ଘନଶ୍ୟାମ ବାରିକ, ପଶ୍ଚିମ ଓଡିଶାର ବାରିକ ସମାଜ ସମ୍ପାଦକ ବୃନ୍ଦାବନ ବାରିକ, ଲାଭ ବାରିକ, ମନ ବାରିକ, ବୃନ୍ଦାବନ ବେହେରା, ସୁବାସ ବାରିକ, ରମେଶ ବାରିକ, ରାଜୁ ବାରିକ, ଶିବିଲ୍ ବାରିକ, ଧିରେନ ବାରିକ, ଜିଲ୍ଲା ଉପଦେଷ୍ଟା ଅଶୋକ କୁମାର ପଶାୟତ ସମେତ ଅନେକ ଉପସ୍ଥିତ ରହି ନିଜ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.