Browsing Tag

padmapur news

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂସ୍କୃତ ବିଶାରଦ ତଥା ସମ୍ବଲପୁରୀ
Read More...

ପାଇକମାଲ ବ୍ଲକ ସ୍ତରୀୟ ଭଲିବଳ ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଭଲିବଳ ଚୟନ ରାଜକୁମାର ସିଂ ବରିହା ଉଚ୍ଚ ବିଦ୍ୟାଳୟ ବାଦିକଟାଠାରେ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ ଶିବିରରେ ମୁଖ୍ୟ ଅତିଥି ଚକାମନ ସୁନା ଏବିଇିଓ ପାଇକମାଲ ଯୋଗ
Read More...

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଧୁ ନୃସିଂହ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋପପୁର ମହିମା ଆଶ୍ରମର ଅଧିଷ୍ଠାତା ସାଧୁ ନୃସିଂହ ଦାସ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି । ନୃସିଂହପଡାରୁ ଏକ ହୋମ ଯଜ୍ଞ ସାରି ଗୋପପୁର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଭୁବନେଶ୍ୱରପୁର ଗାଁ ଏକ
Read More...

ନୃସିଂହ ନାଥ ଏସ ଏସ ଡି ହାଇସ୍କୁଲରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ଏସଏସଡି ହାଇ ସ୍କୁଲ ମିଟିଂ ହଲରେ ଶୁକ୍ରବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ସମାଜସେବୀ ବଡ ଶତପଥୀ,
Read More...

ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ପଞ୍ଚାୟତର ବଡ଼ ଡୁଙ୍ଗୁରିପାଲି ଗ୍ରାମର ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଶତାଧିକ ଗ୍ରାମବାସୀ ଉପ ଜିଲ୍ଲାପାଳ ପଦ୍ମପୁରଙ୍କୁ ଭେଟି ସେହି ଅଞ୍ଚଳରେ ବା ସେହି ଗ୍ରାମରେ ମଦ ବିକ୍ରି
Read More...

ଗବେଷକ ଦେବକାନ୍ତ ନାୟକ ପାଇଲେ ଡକ୍ଟରେଟ୍ ଉପାଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗବେଷକ ଦେବକାନ୍ତ ନାୟକ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଜ୍ୟୋତି ବିହାର ବୁର୍ଲା ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ସେ ନର୍ଥ ଇଷ୍ଟର୍ଣ୍ଣ ହିଲ୍ ବିଶ୍ୱ ବିଦ୍ୟାଳୟ ଶିଲଂର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ସତ୍ୟ ପ୍ରକାଶ ଦାସଙ୍କ
Read More...

ଆଦର୍ଶ ଶିକ୍ଷକ ରଙ୍କମଣି ବାରିକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ବାରିକଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି । ସେ ଏକା ଧାରରେ ଜଣେ ଆଦର୍ଶ ଶିକ୍ଷକ, ସମାଜ ସୁଧାରକ, ସ୍ୱାଭିମାନୀ, ପରୋପକାରୀ, ଲେଖକ ଥିଲେ । ସେ ସବୁବେଳେ ସମାଜ ପାଇଁ ଭଲ
Read More...

ଧର୍ମ ପାରାୟଣ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମେହେର ପଡା ସ୍ଥିତ ଜଗନ୍ନାଥ ମନ୍ଦିରର ନିକଟ ବାସିନ୍ଦା ପୂର୍ବତନ କେନ୍ଦୁପତ୍ର ଚେକର ଅରୁଣ ମୁଣ୍ଡଙ୍କ ଧର୍ମପତ୍ନୀ ନୀଳେନ୍ଦ୍ରୀ ମୁଣ୍ତଙ୍କ (୬୦) ବର୍ଷ ବୟସରେ ବରଗଡ଼ ଘରୋଇ ଡାକ୍ତରଖାନା ବିକାଶରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି
Read More...

ଜିଲ୍ଲାପାଳଙ୍କ ନୃସିଂହନାଥ ମନ୍ଦିର ପରିଦର୍ଶନ

ରାସ୍ତା ଓ ଝରଣା ମନ୍ଦିର ପାଇଁ ନୂତନ ରାସ୍ତାରାଧାକୃଷ୍ଣ ମନ୍ଦିର, ପୁରୁଣା ଭୋଗ ମଣ୍ଡପ ଭଙ୍ଗାଯିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅର ଗୁଳା, ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର ନୃସିଂହନାଥ ମନ୍ଦିର ପରିଦର୍ଶନ
Read More...

ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମଧୁବନ ରାଜସ୍ଥାନ, ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା
Read More...