Browsing Tag

padmapur news

ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁରଭି ବରିହାଙ୍କ ପାଇଁ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ୮୦ ଜଣ ବିଜେଡି, କଂଗ୍ରେସ କର୍ମୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିରୁ ଲଖମରା ଜୋନ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁରଭି ବରିହାଙ୍କ ନିର୍ବାଚନ ପରିଚାଳନା ପାଇଁ ପାଇକମାଲ ବ୍ଲକ ଘେଁସରା ଗ୍ରାମ ଠାରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ସୌମିତ୍ରି ପଧାନଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେଡି ଦୁଇ ଭାଗ

ପଦ୍ମପୁର, (ନିରୋଜ କୁମାର ପାଣି) : ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୁଇ ଭାଗରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ…
Read More...

ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ସହ କବିତା ଆସର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ଅନୁଷ୍ଠାନରେ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା…
Read More...

ଯୁବ ଗୋଷ୍ଠୀଙ୍କ ସମର୍ଥନରେ ନିର୍ବାଚନ ଲଢ଼ିବେ ଯୁବ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତରେ ଗୁଦେରପାଲି ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଆଜି କୋଭିଡ ଗାଇଡ୍‌ ଲାଇନକୁ ମାନି ବିଧିବଦ୍ଧ ଭାବରେ…
Read More...

ସ୍ୱର୍ଗତ ଡ.ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ଥିବା 'ସଚେତନ ହେମା' ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ଡ. ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନାଟ୍ୟକାର ରାଜକୁମାର…
Read More...

ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ସମାରୋହରେ ମତପ୍ରକାଶ : ପାର୍ବତୀଙ୍କ ତ୍ୟାଗପୂତ ଜୀବନ ଇତିହାସରେ ସ୍ଥାନୀତ ହେଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମଦରଟେରସା ଭାବେ ଜନାସୁନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କର ସେବା, ତ୍ୟାଗପୂତ ଜୀବନର ତୁଳନା ନାଇଁନ । ଆଜୀବନ ବ୍ରହ୍ମଚାରିଣୀ ହୋଇ ଭି ହଜାର ହଜାର ଅନାଥ ଛୁଆକୁଁ ମାଁର୍ ସଁସେ ଦେଇ ସେ ବଡମାଁ ହୋଇ ଯାଇଥିଲେ । ପ୍ରତିକୂଳ ପରିସ୍ଥିତିରେ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଜିଲ୍ଲାପାଳଙ୍କ ପାଖରେ ଦାବୀ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମରୁ ୪୦ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ୨୦୧୭ ମସିହାରେ କ' ଫର୍ମରେ ଆବେଦନ କରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୩ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ସବୁ…
Read More...

ଭେଙ୍ଗରାଜପୁର ପଞ୍ଚାୟତରେ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରେଲଗାଁ (ଛତ୍ର ବେହେରା)ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ନେତା ପିତବାସ ସାହୁଙ୍କ…
Read More...

ନୃସିଂହନାଥ ମନ୍ଦିର ୪ ଦିନ ଧରି ବନ୍ଦ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ମନ୍ଦିର ୧୪ରୁ ୧୭ ତାରିଖ ଯାଏ ୪ ଦିନ ଧରି ବନ୍ଦ ରହିବ ବୋଲି ମନ୍ଦିର କମିଟି ସଭାପତି ତଥା ବିଡିଓ ଉପାଞ୍ଜଳି ମାଝି ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି । କିନ୍ତୁ ଠାକୁରଙ୍କ ପୂଜାର୍ଚ୍ଚନା,…
Read More...

ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ହାଇକୋର୍ଟରେ ମାମଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ କାର୍ଯ୍ୟରତ ୧୦ ହଜାର ୫୩୬ ଜଣ ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ଧରି ସଂଘ ରାଜ୍ୟ ସରକାରଙ୍କ ଠାରେ ଦାବୀ କରି ଆସୁଛି । ଇତି ମଧ୍ୟରେ ବରଗଡ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକର ୧୫ଜଣ ଓ ଝାରବନ୍ଧ…
Read More...