ବିପଦ ସଂକୁଳ ଅବସ୍ଥାରେ ଚାରପାଲି ଅଙ୍ଗନୱାଡି କେନ୍ଦ୍ର : ଖୋଲା ଯାଗାରେ ପାଠପଢା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି । ଛାତ ଦୁର୍ବଳ ହେବା ସଙ୍ଗେ ଛାତ ତଳୁ ଗେଟି ଉପୁଡି ପଡି ଲୁହା ରଡ ଦେଖାଯାଉଥିବା ବେଳେ ବସିବା ସମୟରେ ଗେଟି ଉପୁଡି!-->…
Read More...
Read More...