Browsing Tag

padampur news

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଂଚାୟତ ପିଇଓଙ୍କ ଘରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମର ଚଢାଉ । ପିଇଓ ପାଣ୍ଡବ ନନ୍ଦଙ୍କ ନିଜସ୍ୱ ବାସ ଭବନ ସହିତ ତାଲପଲିରେ ଥିବା କାର୍ୟ୍ୟାଳୟରେ ମଧ୍ୟ ଚଢାଉ କରିଛି
Read More...

ରାସ୍ତା ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଣା ବସ୍ତି ରାସ୍ତା ଏକ ଜନଗହଳିପୁର୍ଣ୍ଣ ତଥା ସହରର ବାଣିଜ୍ୟରେ ଏକ ମୁଖ୍ୟ ଯୋଗାଯୋଗର ରାସ୍ତା । ହେଲେ ବର୍ତ୍ତମାନ ଏହି ରାସ୍ତା ବେହାଲ ହୋଇ ପଡିଛି । ମାତ୍ର ୩ ବର୍ଷ ଆଗରୁ ନିର୍ମିତ ହୋଇ ମଧ୍ୟ
Read More...

କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ : ବକେୟା ପାଉଣା ପାଇଁ ହଟହଟା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସମଗ୍ର ପୃଥିବୀକୁ କରୋନା ଗ୍ରାସର ସୂଚନା ପାଇଲା କ୍ଷଣି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ପରତାକୁ ଆଖି ଆଗରେ ରଖି ଓଡିଶାର ପ୍ରାୟତଃ ସମସ୍ତ ସ୍କୁଲମାନଙ୍କରେ ପ୍ରବାସୀ ଓଡିଆ ତଥା କୋଭିଡ-୧୯ରେ ସଂକ୍ରମିତ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ
Read More...

ଡଭା ସରପଞ୍ଚଙ୍କ ବିରୁଦ୍ଧରେ ୱାର୍ଡ ମେମ୍ବରମାନଙ୍କ ଅନଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଡଭା ସରପଞ୍ଚଙ୍କ ବିରୁଦ୍ଧରେ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ଅଭିଯୋଗ ଅନୁଯାୟୀ ସରପଞ୍ଚ ନିଜ ମନମୁଖୀ କାର୍ୟ୍ୟ କରୁଥିବା ଏବଂ କୌଣସି ବି ୱାର୍ଡ
Read More...

ମଣିମା ଶୁଣିବା ହେଉ ବନ୍ଦନାର ଡାକ !

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ସ୍ଥିତ ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରି ବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛିି । ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ
Read More...

ଦେଖ୍ ସୁନ୍ଦ୍‌ରୀ ଫଲ୍‌ସା ଫୁଲ୍‌ : ଝେଙ୍କ୍‌ନାଡିହି ଗାଁର୍ ସୁରୁଙ୍ଗୀନାଲିପଡାକେ ରାସ୍ତା ଟେ ବି ନାଇଁନ’

ପଦମ୍‌ପୁର, (ନିରଂଜନ ତ୍ରିପାଠୀ) : ସର୍‌କାରର୍‌ ମାଲ୍ ମାଲ୍ ଯୋଜନା ଉପରେ ଯୋଜନା ଚାଲିଥିଲା ବେଲେ ପଦମ୍‌ପୁରର୍ ପାଇକମାଲ୍ ବଲକ୍ ଭିତ୍‌ରେ ଯାଉଥିବାର୍ ଭେଙ୍ଗରାଜ୍‌ପୁର ପଂଚାଏତ୍‌ର ଝେଙ୍କ୍‌ନାଡିହି ଗାଁର୍ ସୁରୁଙ୍ଗୀନାଲିପଡାକେ ରାସ୍ତା ଟେ ବି ନାଇଁନ' । ଯେନ୍ କଁଚା ରାସ୍ତାଟେ ଅଛେ କାଦୋ
Read More...