ପର୍ଯ୍ୟାପ୍ତ ପରିମାଣରେ ଭେକ୍ସିନ୍ ଯୋଗାଇବାକୁ ଏବଂ ଏକ୍ସରେ ଟେକନିସିଆନ୍ ନିଯୁକ୍ତି ପାଇଁ ବିଜେପିର ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ତହସିଲ ସାହୁଙ୍କୁ ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଏବଂ ବିଜେପି ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ବିଭିନ୍ନ ବିଷୟକୁ ନେଇ ସାକ୍ଷାତ କରିଥିଲେ । ପଦ୍ମପୁର ସହରରେ ଭେକ୍ସିନ୍ ନେବା ପାଇଁ!-->…
Read More...
Read More...