ଐତିହ୍ୟ ସଂପନ୍ନ ତଥା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର : କିମ୍ବଦନ୍ତୀର ମହାସାଗର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା, ପାଇକମାଲ ସ୍ଥିତ ଗାନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ଅଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ମନ୍ଦିର । ଏହି ଐତିହାସିକ ମନ୍ଦିରକୁ ପାଟଣାଗଡର ରାଜା ବୈଜଳ ସିଂ ୧୩୧୩ ମସିହାରେ ସ୍ଥାପିତ!-->…
Read More...
Read More...