pakka

ଝାଙ୍କରପାଲିଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବ୍ରାହ୍ମଣ ସମାଜ ଗାୟତ୍ରୀ ବାହୀନିର ସଭାପତି ଜିତେଶ୍ୱରୀ ଦାସଙ୍କ ନେତୃତ୍ୱରେ ପଟଣାଗଡ଼ ରାସ୍ତା ଝାଙ୍କରପାଲି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫୦ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ଜ୍ୟୋସ୍ନା କର, ତୃପ୍ତିମୟୀ ଦାସ, ସୁଷମା ପାଠୀ, ମନୋରମା ମହାପାତ୍ର, ସନ୍ତୋଷିନି ରଥ, ସ୍ୱର୍ଣ୍ଣ ପାଣିଗ୍ରାହୀ, ନୁରାବତୀ ପଣ୍ଡା ଯୋଗ ଦେଇଥିଲେ ।

Leave A Reply

Your email address will not be published.

6 − one =