Browsing Tag

padampur news

ପଦ୍ମପୁର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସକାଶେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ଗିରିବାସୀ ବିଂଝାଲ ସମାଜ ଝାରବନ୍ଧ ଆନୁକୂଲ୍ୟରେ ଭୂତପୂର୍ବ ଲାଟ ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର
Read More...

ପଞ୍ଚଭୂତରେ ଲୀନ ହେଲା ବିଜୟଙ୍କ ପାର୍ଥିବ ଶରୀର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨ ତାରିଖ ରାତିରେ ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ପଦ୍ମପୁରର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ହୋଇଥିଲା । ୩ ତାରିଖ ଅପରାହ୍ନରେ ତାଙ୍କର ମର ଶରୀର ପଦ୍ମପୁରକୁ ପହଞ୍ଚିଥିଲା । ରାସ୍ତାରେ ଦିବଂଙ୍ଗତ ରାଜନେତାଙ୍କୁ ବିଭିନ୍ନ ସ୍ଥାନରେ ଶେଷ
Read More...

ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଭଳି ଅଭିଯୋଗ ଆସିଛି ପଦ୍ମପୁର ବ୍ଲକ ଦହେଗାଁ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଡ଼ିହି ଗାଁରୁ । ସୂଚନା ଅନୁସାରେ ବ୍ରାହ୍ମଣଡ଼ିହି ଗାଁର ଗୁରୁବାରୁ ସାହାଣୀ ଦିନ
Read More...

ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖା ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ,
Read More...

ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ମହାତ୍ମା ଗାନ୍ଧୀ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଗାନ୍ଧୀ ଜୟନ୍ତୀର ପାଳନ କରିବା ସହିତ ଇଂରେଜ ଶାସନରୁ ଦେଶକୁ ମୁକ୍ତି କରିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ
Read More...

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗତ ରବିବାର ରାତିରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥା ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ (୬୪) ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦୀନ ଧରି ଅସୁସ୍ଥ ଥିଲେ । ବିଧାୟକ
Read More...

ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଜରିଆରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସଫଳତା ଲାଭ କରିଥିଲା : ନୃସିଂହନାଥରେ ଗାନ୍ଧୀ ଜୟନ୍ତୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଂରେଜ ଶାସନରୁ ଦେଶକୁ ମୁକ୍ତି କରିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ସାରାଦେଶରେ ଚଲାଇଥିଲେ ସେହି 'ସତ୍ୟାଗ୍ରହ 'କୁ ପାଥେୟ କରି ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରୁ ବାଲକୋର ଖଣି ପ୍ରକଳ୍ପକୁ ବାତିଲ କରିବାରେ ଗନ୍ଧମାର୍ଦ୍ଦନର
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ବରଗଡ଼ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପାଇକମାଲ ବ୍ଲକ ଅନ୍ତର୍ଗତ କୋକନାର ଗ୍ରାମରେ ସିଂହ ବାହିନୀ ଯୁବକ ସଂଘ ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇ ଗାଁ ପରିକ୍ରମା କରାଯାଇଥିଲା । ଯେଉଁଥିରେ ଦୁର୍ଯ୍ୟୋଧନ
Read More...

ଚାଷ ହେବ ଲାଭଦାୟକ, ଚାଷୀ ହେବେ ଖୁସି : ବିଜୟ ପଟ୍ଟନାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷକୁ ଲାଭଦାୟକ ବ୍ୟବସାୟରେ ପରିଣତ କରିବା ପାଇଁ ଗୁରୁ ମନ୍ତ୍ର ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ । ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀ ମାନଙ୍କୁ ଭେଟି ଜୈବିକ ଚାଷ ସହିତ ମତ୍ସ୍ୟ ଏବଂ ପଶୁ ପାଳନ ପାଇଁ ପରାମର୍ଶ
Read More...

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନେହେରୁ ଯୁବକେନ୍ଦ୍ର ସଂଗଠନ ବରଗଡ଼ ତରଫରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡାଠାରେ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଛି । ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ
Read More...