Browsing Tag

nuapada news

ଜୋନ୍ ନମ୍ୱର ୧୪ ଜିଲ୍ଲାପରିଷଦ, ସ୍ୱାଧୀନ ପ୍ରାର୍ଥିନୀ ଭାବେ ଗିତାଦେବୀ ଦୁବେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ୧୪ ନମ୍ୱର ଜୋନ୍‌ର ସ୍ୱାଧିନ ପ୍ରାର୍ଥିନୀ ଭାବେ ସିନାପାଲି ସ୍ଥିତ ବ୍ରାହ୍ମଣ ପଡାର ଗୀତାଦେବୀ ଦୁବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ଦୁବେ +୨ ପାଠପଢା ପରେ ବ୍ରାହ୍ମଣପଡାରେ ବିବାହ କରି ସମାଜସେବୀ ଭାବେ ବେଶ୍‌
Read More...

ସରପଞ୍ଚ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ପଦ୍ମନାଭ ଜଗତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ଗୋବିନ୍ଦପୁର ଗ୍ରାମର ସମାଜସେବୀ ପଦ୍ମନାଭ ଜଗତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ଜଗତ ବ୍ଲକ ତଥା ନୂଆପଡ଼ା ଜିଲ୍ଲାର ଜଣାସୁଣା ସମାଜସେବୀ ଭାବେ
Read More...

ଚର୍ଚ୍ଚାରେ ସିନାପାଲି ପଞ୍ଚାୟତ ସମିତି, ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଆଦିବାସୀ ଏମବିଏ, ପିଜି…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭଟା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ବିଏଡ଼, ଏମବିଏ, ପିଜି ଛାତ୍ର ରାଜନୀତିରେ ପଦାର୍ପଣ କରିଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଜଣେ ଆଦିବାସୀ ସମ୍ପ୍ରଦାୟର ଉଚ୍ଚ
Read More...

ସମାଜ ବିରୋଧୀ କାମ ମହଙ୍ଗା ପଡ଼ିଲା : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ତଥା ଆଦିବାସୀ ନେତା ଭାନୁପ୍ରତାପ ସିଂ…

ନୂଆପଡା, (ନିରାକାର ମେହେର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଭାନୁପ୍ରତାପ ସିଂ ମାଝିକୁ ଆଦିବାସୀ ସଂଘରୁ ବହିଷ୍କାର କରାଯାଇଛି । ଶ୍ରୀ ସିଂ ମାଝି ଆଦିବାସୀ ସମାଜର ନୀତିନିୟମ ଗୁଡିକୁ ଉଲଂଘନ କରିବା ସହିତ ଆଦିବାସୀ ସଂଘର ନିଷ୍ପତ୍ତିକୁ କାର୍ଯ୍ୟନିର୍ବାହ କରିବାରେ ଅସମର୍ଥ
Read More...

ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ଜିଲ୍ଲା ଚାଇଲ୍ଡଲାଇନ ଓ ଆଇସିଡିଏସ୍

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମ ପଞ୍ଚାୟତରେ ଏକ ୧୭ ବର୍ଷର ଝିଅ ବାଲ୍ୟ ବିବାହକୁ ଜିଲ୍ଲା ଚାଇଲ୍ଡଲାଇନ ଓ ସିନାପାଲି ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ଅଟକାଇବାରେ ସଫଳ ହୋଇଥିବା ଜଣାପଡିଛି । ପ୍ରାପ୍ତ
Read More...

ମା’ ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ସିନାପାଲି ଚମ୍ପିୟାନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ଖେଲପଡିଆଠାରେ ମା' ପାଟଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖର୍ସେଲ ପଞ୍ଚାୟତ ନାଏକ ସରପଞ୍ଚ ଲଛମନ ବଂଜରା ଯୋଗଦେଇ ଥିବା ବେଳେ ସମ୍ମାନିତ
Read More...

ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ବର୍ଷ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା
Read More...

ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ନୂଆପଡା, (ନିରାକାର ମେହେର) : ଜିଲ୍ଲା କୋମନା ଥାନା ବରନ୍ଦା ପାଟ ନିକଟ ବିଜୁ ଏକ୍ସପ୍ରେସ୍ ୱେରେ ଏକ ବାଇକ୍‌କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଯୁବକ ଦୁଇଜଣ ହେଲେ ଜଣେ ଭେଳା ଗ୍ରାମ ପଞ୍ଚାୟତ ଭରତପଡ଼ାର ଚିତ ମାଝୀ
Read More...

ସିନାପାଲି ବ୍ଲକ ଅଧ୍ୟକ୍ଷା କଂଗ୍ରେସରେ ସାମିଲ : କଂଗ୍ରେସର ମନୋବଳ ସୁଦୃଢ଼ ହେବ – ବିଧାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଆଜି ବିଧି ବଦ୍ଧ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏନେଇ ଆଜି ସିନାପାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ୱାଦିକ
Read More...

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର, ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବୀ

ନୂଆପଡ଼ା, (ନିରାକର ମେହେର) :ସିନାପାଲି ବ୍ଲକ କଇଟପଦର ପଞ୍ଚାୟତ ହଲଦୀମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଅଦିନିଆ ବର୍ଷାରେ ଭାଙ୍ଗି ଭୁଶୁଡି ପଡିବା ଦ୍ୱାରା ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକ ହଲଦୀମୁଣ୍ଡା ଗ୍ରାମର ଭିନ୍ନକ୍ଷମ ରାଏ ସିଂ ଗହୀର
Read More...