ଆଦିଶକ୍ତି ଭୁଞ୍ଜିଆ ସମାଜର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
ନୂଆପଡା, (ନିରାକାର ମେହେର) : ନିଜ ହକ୍ ଅଧିକାର ପାଇଁ ଆଜି ନୂଆପଡ଼ା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଭୁଞ୍ଜିଆ ସମାଜର ଲୋକଙ୍କୁ ନେଇ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ବାବେବିର ହାଇସ୍କୁଲ ଖେଳପଡିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନେକ ଦିନରୁ ରହିଥିବା ଛଅ ଦଫା ଦାବି ନେଇ!-->…
Read More...
Read More...