Browsing Tag

nuapada news

ଓବିସି ଜନଜାଗରଣ ରଥକୁ ନୂଆପଡ଼ାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ଓବିସି ଶ୍ରେଣୀର ଲୋକମାନଙ୍କୁ ଜନଜାଗରଣ କରିବା ପାଇଁ ରାଜ୍ୟବ୍ୟାପୀ ଭ୍ରମଣ କଲା ଓବିସି ରଥ । ମଙ୍ଗଳବାର ନୂଆପଡା ଜିଲ୍ଲାରେ ଏହି ରଥ ଭ୍ରମଣ କରିଛି । ଏହି ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ରାଜ୍ୟ ଓବିସି ମଞ୍ଚ…
Read More...

ଟ୍ରେନ ଧକ୍କାରେ ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ

ନୂଆପଡ଼ା : ନୂଆପଡ଼ା ରେଳ ଷ୍ଟେସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ (୨୮) (ସିଗନାଲ ଯନ୍ତ୍ରୀ) ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ଟା ବେଳେ ପହଞ୍ଚିଥିଲେ । ସିଗନାଲ ମରାମତି କାମ ସାରି ବିଲମ୍ବିତ…
Read More...

କରଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟ ଜନଜାତି ଗୌରବ ଦିବସ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କରଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟ ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଖିଳ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ…
Read More...

ସିଆରପିଏଫ୍‌ କ୍ୟାମ୍ପରେ ନିଜ ବନ୍ଧୁକରେ ନିଜକୁ ଗୁଲି କରି ହତ୍ୟା କଲେ ସିଆରପିଏଫ୍‌ ସବ ଇନିସପେକ୍ଟର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ଥାନା ଖଡୁପାଣି ସିଆରପିଏଫ୍‌ କ୍ୟାମ୍ପରେ ଏକ ଅଘଟଣ ଘଟିଥିବା ଖରବ ମିଳିଛି । ମିଳିଥିବା ସୂଚନା ଅନୁସାରେ ସିଆରପିଏଫ୍‌ ସବ ଇନିସପେକ୍ଟର ଡି.ଗନ୍ନୁଶେଖରନ ନିଜ ବନ୍ଧୁକରେ ନିଜକୁ ଗୁଲି କରି ହତ୍ୟା କରିଥିବା ବେଳେ କ'ଣ ପାଇଁ ସେ ନିଜକୁ…
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୪ ମୃତ

ନୂଆପଡ଼ା : ନୂଆପଡ଼ା ବୋଡ଼େନ ଥାନା ରାଜପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ବାକି ଆଉ ତିନି ଜଣ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥୟଳରେ ପହଞ୍ଚି…
Read More...

ସ୍କ୍ରବ ଟାଇପସ୍‌ ସଂକ୍ରମଣରେ ଜଣେ ମହିଳା ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଡୁଙ୍ଗୁରିପାଲି ଗାଁରେ ସ୍କ୍ରବ ଟାଇଫସ ସଂକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଡୁଙ୍ଗୁରିପାଲିଗାଁର ନମ୍ରତା ମହାକୁଡ଼ । ଏହା ନୂଆପଡ଼ା ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ଘଟଣା ।…
Read More...

ଭିଜଲାନ୍ସ ଜାଲରେ ପଂଚାୟତ ଗ୍ରାମ ରୋଜଗାର ସେବକ

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍) । ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜଲାନ୍ସ ଜାଲରେ ଫସିଗଲେ । ଏବେ…
Read More...

କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଥି ମେହେରଙ୍କ ସଭାପତିତ୍ୱରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି…
Read More...

ଟ୍ରକ ଓ କାର ମୁହାଁ ମୁହିଁ ଧକ୍କା : ଚାଳକଙ୍କ ସହ ଦୁଇ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ୩୫୩ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି । କାର୍ ଚାଳକ ସହ ଦୁଇ ଗୁରୁତର ହୋଇଛନ୍ତି । ଟ୍ରକ୍‌କୁ ଅଟକ ରଖିଛି ନୂଆପଡା ପୋଲିସ । ସୂଚନାଯୋଗ୍ୟ ଯେ, ନୂଆପଡା ୩୫୩ ନଂ ଜାତୀୟ ରାଜପଥ ମହୁଲଭଟା ଛକଠାରେ ସଡକ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ମାଗୁରପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣକ ମାଗୁରପାଣି ଗାଁର ଚୁନୁଲାଲ ରାଉତ । ଏବେ ଯୁବକ ଜଣଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ…
Read More...