ସ୍କୁଲ ଛାତ୍ରଙ୍କ ଉପରେ ଭୁଶୁଡିଲା ଘର କାନ୍ଥ : ୨ ମୃତ, ୫ ଗୁରୁତର
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଲୀଗଡ ଜିଲ୍ଲାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି । ପ୍ରବଳ ବର୍ଷା କାରଣରୁ ନିର୍ମାଣାଧୀନ ଘର କାନ୍ଥ ଭୁଶୁଡି ପଡିବା ଫଳରୁ ୭ ଜଣ ସ୍କୁଲ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଜଣାପଡିଛି । ହୁସେନପୁରର ଶେହଜାଦପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି ଯେଉଁଥିରେ!-->…
Read More...
Read More...