ଫିଲ୍ମ ଷ୍ଟାଇଲ୍ରେ ଲୁଟ୍ : ସିବିଆଇ ଅଧିକାରୀ ସାଜି ବ୍ୟାଙ୍କରୁ ୩୫ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
ଜାମସେଦପୁର : ଜାମସେଦପୁରର ମାନ୍ଗୋରେ ଅବସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିଲ୍ମ ଷ୍ଟାଇଲ୍ରେ ଏକ ଡକାୟତି ଘଟଣା ଚାରିପଟେ ଚର୍ଚ୍ଚାର ବିଷୟ ପାଲଟିଛି । ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ପିସ୍ତଲ ରଖି ବ୍ୟାଙ୍କରୁ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଘଟଣା!-->…
Read More...
Read More...