Browsing Tag

news of india

ଭାରତରେ ତେଲ ଦରରେ ନିଆଁ ଲାଗୁଛି, କିନ୍ତୁ ସାଉଦି ଆରବ ଖୁସି ଅଛି

ନୂଆଦି‌ଲ୍ଲୀ : ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟର ନିଆଁ ଲାଗିଛି, କିନ୍ତୁ ସାଉଦି ଆରବ ପରି ତୈଳ ଉତ୍ପାଦନକାରୀ ଦେଶ ପାଇଁ ଏହା ଏକ ଖୁସି ଖବର । ସାଉଦି ଆରବରୁ ତେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । କୋଭିଡ ମହାମାରୀ ହେତୁ ସାଉଦି ଆରବ ଏବଂ ଅନେକ ତୈଳ ଉତ୍ପାଦନକାରୀ ଦେଶ…
Read More...

ମହିଳା ସଫେଇ କର୍ମଚାରୀଙ୍କୁ ଗ୍ୟାଙ୍ଗରେପ, ବୃଦ୍ଧାଶ୍ରମ ଅଧ୍ୟକ୍ଷ ଓ ମ୍ୟାନେଜରଙ୍କ ସମେତ ଚାରି ଜଣଙ୍କ ବିରୋଧରେ…

ନୋଏଡା : ଗ୍ରେଟର ନୋଏଡାର ଦନକଉରରେ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ମୁଖପାତ୍ର କହିଛନ୍ତି ଯେ, ଦାନକଉର ପୋଲିସ ଷ୍ଟେସନ ଅଞ୍ଚଳରେ…
Read More...

କାଶ୍ମୀରରେ ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ବିହାର ଲିଙ୍କ

ଛାପରା : ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ଜ‌ମ୍ମୁ କା‌ଶ୍ମୀର ପୋଲିସ ସୋମବାର ଦିନ ବିହାରର ତାଙ୍କ ଗ୍ରାମରୁ ଜାଭେଦଙ୍କୁ ଗିରଫ କରିଛି । ଜାଭେଦଙ୍କ ବ୍ୟତୀତ ତାଙ୍କ ସାନଭାଇ ମୁସ୍‌ତାକ୍‌ ଆଲାମଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ମୁସ୍‌ତାକ୍‌ ପଞ୍ଜାବର…
Read More...

ଆରମ୍ଭ ହେଲା ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା : ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ୧୬.୨୫କୋଟିରେ ରେକର୍ଡ ସହ କିଣିଲା…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍‌ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି । ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି ।…
Read More...

ଚୀନ୍‌ ଓ ପାକିସ୍ତାନର ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ସ୍ୱତନ୍ତ୍ର ମନ୍ତ୍ର : ମିଳିତ କମାଣ୍ଡର…

ନୂଆଦିଲ୍ଲୀ : ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ବାହିନୀର ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗଦେବେ । ଗୁଜୁରାଟର କେଭାଡିଆରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀରେ ଚୀନ୍ ଏବଂ ପାକିସ୍ତାନ ସାମ୍ନାରେ ଚାଲିଥିବା କାର୍ୟ୍ୟକଳାପକୁ ପିଏମ ମୋଦୀ ସମୀକ୍ଷା…
Read More...

ସୁପାରି ଦେଇ ଝିଅକୁ ଜୀବନ୍ତ ଜାଳିଦେଲା ବାପା, ହତ୍ୟା ପାଇଁ ଦେଇଥିଲା ଦେଢ଼ ଲକ୍ଷ

ଗୋରଖପୁର : ବାପା ହିିଁ ଝିଅର ପ୍ରଥମ ରକ୍ଷକ ସାଜିଥାଏ । କିନ୍ତୁ ଏଠି ରକ୍ଷକ ଭକ୍ଷକ ସାଜିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ପିତା ନିଜ ଝିଅକୁ ସୁପାରି ଦେଇ ଜୀବନ୍ତ ଜାଳି ଦେଇଥିବା ଖବର ମିଳିଛି। ଝିଅର ଦୋଷ ଥିଲା ଯେ, ସେ ଅନ୍ୟ ଧର୍ମର ପୁଅକୁ ଭଲ ପାଉଥିଲା ଏବଂ…
Read More...

ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ : ଥାନାରେ ଅଭିଯୋଗ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ଶ୍ରୀମତୀ ରାଣା ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ଉତ୍ତର ଏଭନ୍ୟୁସ୍ଥିତ ତାଙ୍କର ଫ୍ଲାଟ୍‌ରେ ଧମକ ପତ୍ର ଛାଡ଼ିଛି । ପତ୍ରରେ ଅପମାନଜନକ ଭାଷାର ବ୍ୟବହାର…
Read More...

ଦିଲ୍ଲୀ କୋର୍ଟର ବଡ ମନ୍ତବ୍ୟ : ଅସ‌ନ୍ତୁଷ୍ଟ‌ଙ୍କୁ ଚୁପ୍ କରିବା ପାଇଁ ଦେଶଦ୍ରୋହ ଆଇନ ଲାଗୁ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ : ଦେଶଦ୍ରୋହ ଆଇନକୁ ନେଇ ଦିଲ୍ଲୀ କୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କୁ ରୋକିବା ନାମରେ ବିଦ୍ରୋହୀଙ୍କୁ ନୀରବ କରିବା ପାଇଁ ଦେଶଦ୍ରୋହ ଆଇନ ବ୍ୟବହାର କରାଯାଇପାରିବ ନାହିଁ । ଦେବୀ ଲାଲ ବୁଡ଼ଦାକ ଏବଂ ସ୍ୱରୂପ ରାମଙ୍କୁ କୋର୍ଟ ଜାମିନ…
Read More...

ବସ୍ ଦୁର୍ଘଟଣା : ୩୭ ଜଣଙ୍କ ମୃତ୍ୟୁ

ସିଧି : ଏକ ବସ୍ ଦୁର୍ଘଟଣାରେ ୩୭ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ସିଧି ଜିଲ୍ଲା ପ୍ରଶାସନ ଅନୁସାରେ ଯେ, ଏପର୍ୟ୍ୟନ୍ତ ୨୦ ଜଣ ପୁରୁଷ, ୧୬ ଜଣ ମହିଳା ଏବଂ ଚାରି ବର୍ଷର ଜଣେ ଶିଶୁଙ୍କ ସମେତ ୩୭ ଟି ମୃତ୍ୟୁ ନିଶ୍ଚିତ ହୋଇଛି । ସ୍ଥାନୀୟ ପ୍ରଶାସନ ଅନୁଯାୟୀ ଏହି…
Read More...

ମାର୍ଚ୍ଚରୁ ୫୦ ବର୍ଷରୁ ଅଧିକ ଲୋକ କରୋନା ଟୀକା ପାଇବେ : ସ୍ୱାସ୍ଥ୍ୟମନ୍ତ୍ରୀ ସଂକେତ ଦେଲେ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରବିବାର ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦିଲ୍ଲୀର ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ,…
Read More...