ଛଟ୍ ପୂଜା ସମୟରେ ନଦୀରେ ବୁଡ଼ି ୪ ପିଲାଙ୍କ ମୃତ୍ୟୁ
ଝାଡଖଣ୍ଡ : ମଙ୍ଗଳବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର ମୁଫସିଲ ପୋଲିସ ଷ୍ଟେସନ ଅଞ୍ଚଳର ମଙ୍ଗ୍ରୋଡିହ ଗ୍ରାମରେ ଛଟ୍ ପୂଜା ଉତ୍ସବ ଅବସରରେ ଉସ୍ରି ନଦୀରେ ବୁଡ଼ିଯିବା କାରଣରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତ ପିଲାମାନଙ୍କର ବୟସ ୧୦ ବର୍ଷରୁ କମ୍ ବୋଲି ଦର୍ଶାଯାଇଛି ।!-->…
Read More...
Read More...