Browsing Tag

muribahal news

ଚାଉଳଫୁପୁଡ଼ାରେ ସ୍ତ୍ରୀର ମୃତ୍ୟୁ ପରେ ମାଁ ଉପରେ ଘର ଛାତ ଅତଡ଼ା ପଡ଼ି ଚାଲିଗଲା ଜୀବନ : ଏବେ ଚିନ୍ତାରେ ଗରିବ ପୁଅ ଟିକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗ୍ରାମର ଟିକ ତାଣ୍ଡି ନିମ୍ନରୁ ଅତି ନିମ୍ନ ଗରିବ ଶ୍ରେଣୀର ଅନ୍ତୋଦୟ କାର୍ଡ ଅନ୍ତର୍ଭୁକ୍ତ ଅଟନ୍ତି । କିଛି ଦିନ ତଳେ ତାଙ୍କ ସ୍ତ୍ରୀ ଦେବକୀ ତାଣ୍ଡିଙ୍କ କିଡ଼ନି ରୋଗରେ ପୀଡିତ ହୋଇ
Read More...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ ଗାଁରେ ଉପଦ୍ରବ କରୁଥିବା ବେଳେ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଏହି
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ବ୍ଲକ
ବିକାଶ ମଞ୍ଚ ପକ୍ଷରୁ ବିଦ୍ୟୁତ୍ ଗ୍ରୀଡ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରତିଦିନ ଘନଘନ ବିଦ୍ୟୁତ୍ ବିଭ୍ରାଟ ତଥା ଅନ୍ୟାନ୍ୟ ଦାବୀ ପ୍ରତିବାଦରେ ସୋମବାର ବ୍ଲକର ଅଗ୍ରଣୀ ସଙ୍ଗଠନ ବ୍ଲକ ବିକାଶ ମଞ୍ଚଙ୍କ ନେତୃତ୍ୱରେ ବ୍ଲକ ଅଞ୍ଚଳର ଶତାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ
Read More...

ତେନ୍ତୁଳିଖୁଣ୍ଟି ଗରଗଡବାହାଲ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି, ଗରଗଡବାହାଲ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶନିବାର ଭବ୍ୟକଳସ ଶୋଭାଯାତ୍ରା ସହ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟଙ୍ଗଜୋରରୁ ଶତାଧିକ ମହିଳାମାନେ
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର ଜୀବନ ବଞ୍ଚାଇଲେ ସାମ୍ୱାଦିକମାନେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ-ବଙ୍ଗୋମୁଣ୍ଡା ୫୯ନ ଜାତୀୟ ରାଜପଥ ଗଁରେଇ ପାଖ ଗରଗଡବାହାଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ମୁରିବାହାଲ ଥାନା ସରଧାପୁର ଗ୍ରାମର ସାନ
Read More...

ଓଡ଼ିଶା ସ୍ଵର୍ଣ୍ଣ ପଦକ ବିଜୟୀ ଦଳରେ ଡଙ୍ଗରପଡ଼ା ଗ୍ରାମର ଝିଅ ବାସନ୍ତୀ ନାଗଙ୍କ ଉତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ, ବିଭିନ୍ନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡିଶା ବାଳିକା ଦଳ ସ୍ୱର୍ଣ୍ଣ ପଦକ ଓ ବାଳକ ଦଳ ରୌପ୍ୟ ପଦକ ଜିତି ସନ୍ତୁଷ୍ଟ ହୋଇଥିଲା । ଏହି ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ବିହାରଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡ଼ାରେ ବଲାଙ୍ଗୀର ଜିଲ୍ଲା
Read More...

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍କୃଷ୍ଟ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଦ୍ୟ ପ୍ରକାଶ ପାଇଥିବା ସିବିଏସ୍‌ଇ ୨୦୨୫ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ବ୍ଲକ ସଦର ମହକୁମାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରୁ ଚଳିତ
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି :
ପବନରେ ବହୁ ଘର ଭାଙ୍ଗିବା ସହ ଗଛ ବିଦ୍ୟୁତ୍ ଖୁଣ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଅତି ପ୍ରବଳ ବେଗରେ ପବନ ବୋହି ବହୁ ମାଟି ଓ ଆଜବେଷ୍ଟସ୍‌ ଘର ଭାଙ୍ଗି ଯାଇଥିବା ବେଳେ ଗଛ ଓ ବିଦ୍ୟୁତ୍
Read More...

କୁର୍ଲୁବାହାଲ ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ଗ୍ରାମସ୍ଥିତ ମଧୁସୂଦନ ହୃଷିକେଶ ମେହେର ଉଚ୍ଚ ବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଛି । ସେ ଦୀର୍ଘ ୨୦ବର୍ଷ ଧରି ଭାରତ ସ୍କାଉଟ ଓ
Read More...

ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ଚନ୍ଦନଯାତ୍ରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା) ତେନ୍ତୁଳିଖୁଣ୍ଟି ଓ ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଦୀର୍ଘ ୬ଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ବୈଶାଖ
Read More...