କିଡନୀ ରୋଗରେ ମାଳିଶିରା ଗ୍ରାମର କାର୍ଯ୍ୟରତ ଗ୍ରାମରକ୍ଷୀ ଶରତ ପୁଟେଲଙ୍କ ଅକାଳ ବିୟୋଗ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ଗ୍ରାମର କାର୍ଯ୍ୟରତ ଗ୍ରାମରକ୍ଷୀ ଥିବା ଶରତ ପୁଟେଲ (୪୦) ଦୀର୍ଘ ଦିନ ଧରି କିଡ଼ନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଅନୁଭବ କରୁଥିବା!-->…
Read More...
Read More...