ମାଲପଡ଼ାକୁ ୧୦ ରନରେ ହରାଇ ମାଲିଶିରା ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଂଚାୟତ ମାଳିଶିରା ଗ୍ରାମରେ ଚାଲିଥିବା ୨ୟ ଦିବସୀୟ କ୍ରିକେଟ ମ୍ୟାଚରେ ମାଲପଡ଼ାକୁ ୧୦ ରନରେ ହରାଇ ମାଲିଶିରା ଫାଇନାଲରେ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ମାଲିଶିରା ପ୍ରଥମେ ବ୍ୟାଟିଂ କରି!-->…
Read More...
Read More...