ପ୍ରଶାସନ ଶୁଣିଲାନି : ନିଜ ରାସ୍ତା ନିଜେ ତିଆରି କଲେ ପେରୁଆମାଲ ଗ୍ରାମବାସୀ
ମୁରିବାହାଲ, (ଅଜିତ କୁମାର ସାହୁ) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅଧୀନସ୍ଥ ପେରୁଆମାଲ ଗାଁକୁ କୌଣସି ରାସ୍ତା ନଥିବା ବେଳେ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି । ଏହି ଗାଁଟି ଜଙ୍ଗଲ ମଧ୍ୟରେ ଥିବାବେଳେ ଏଠାରେ ୧୯୮୧ ମସିହାରୁ ବସବାସ କରିଆସୁଥିବା ଏହି ଗ୍ରାମରେ ସରକାରଙ୍କ ତରଫରୁ!-->…
Read More...
Read More...