Browsing Tag

mumbai news

ଡ୍ରଗ୍ସ ମାମଲା : ଚଳଚ୍ଚିତ୍ର ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ଉ

ମୁ‌ମ୍ବାଇ : ବଲିଉଡର ଡ୍ରଗ୍ସ ସଂଯୋଗ ମାମଲାରେ ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛି । ରେଡ୍‌ ମାରିବା ପାଇଁ ଏନସିବି ଅଧିକାରୀମାନେ ବାନ୍ଦ୍ରାସ୍ଥିତ ରାମପାଲଙ୍କ ମୁମ୍ବାଇ ଘରେ ପହଞ୍ଚିଛନ୍ତି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚିଥିଲେ ।
Read More...

ଅଶ୍ଳୀଳ ଫଟୋ ସୁଟ୍‌ ହେତୁ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍‌

ମୁମ୍ବାଇ : ଅଶ୍ଳୀଳ ଫଟୋ ସୁଟ୍‌ ପାଇଁ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍ । ସୂଚନା ଅନୁସାରେ କିଛି ଦିନ ତଳେ ଗୋଆ ସମୁଦ୍ର ବେଳାଭୂମିରେ ପୁନମ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ନଭେମ୍ବର ୩ ତାରିଖରେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶାଖା ପୁନମଙ୍କ ନାମରେ ଦକ୍ଷିଣ ଗୋଆର
Read More...

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁ‌ମ୍ବାଇ : ଜଣାଶୁଣା ସିନେମା ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି । ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି । ମେହେ‌ନ୍ଦି, ଫରେବ୍‌, ଦୁଲହନ୍‌ ବନୁ ମେ
Read More...

ମୁମ୍ବାଇ : ସପିଙ୍ଗ୍‌ ମଲ୍‌ରେ ନିଆଁ

ମୁମ୍ବାଇ : ମୁମ୍ବାଇର ଏକ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ନାଗପଡା ଅଚଂଳରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍‌ ଜନିତ ସର୍ଟସାର୍କିଟ ଯୋଗୁଁ ହୋଇଛି ବୋଲି ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ରାତିରୁ ଏପର୍ଯ୍ୟନ୍ତ ନିଆଁ କୁ
Read More...