Browsing Tag

malkangiri news

ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଟଳି ପଡିଲା ମାଓ କମାଣ୍ଡର ସନ୍ତୋଷ

ମାଲକାନଗିରି : ସବୁବେଳେ ଚର୍ଚ୍ଚାରେ ରହେ ମାଲକାନଗିରି ଜିଲ୍ଲା । ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଲାଗି ରହିଥିବା ବେଳେ ଛତିଶଗଡ ସୀମାନ୍ତରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଜୋରଦାର ଚାଲିଥିଲା ଗୁଳି ବିନିମୟ । ଶେଷରେ ପୁଲିସ୍‌ ଗୁଳିରେ ମାଓ କମାଣ୍ଡର ସନ୍ତୋଷ ପୋଡିଆମୀ ଟଳି
Read More...

ଆଚମ୍ବିତ କଲା ଭଳି ଘଟଣା : ୫ ବର୍ଷ ଧରି ମାଟି ଖାଇ ବଞ୍ଚିଛି ନାବାଳିକା

ମାଲକାନଗିରି : ଆଚମ୍ବିତ କଲା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ମାଟି ଖାଇ ଜଣେ ନାବାଳିକା ବଂଚି ରହିଥିବା ଜଣାପଡ଼ିଛି । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ଘଟଣାଟି ସତ । ଗତ ୫ ବର୍ଷ ଧରି ନାବାଳିକା ଜଣକ ମାଟି ଖାଇ ହିିଁ ବଂଚି ରହିଛି । ସୂଚନା ଅନୁସାରେ ମାଲକାନଗିରି ସଦର ମହକୁମା
Read More...

ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି : ଜଣେ ଡାକ୍ତର ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ପାନୁ ଚରଣ ମଣ୍ଡଳ ପୂର୍ବରୁ ଲାଞ୍ଚ ନେଇ ଥରେ ଭାଜିଲାନ୍ସ ‌ଦ୍ୱାରା ଗିରଫ ହୋଇଥିବା
Read More...

ପ୍ରେମ ସାମ୍‌ନାରେ ସବୁ ତୁ‌ଚ୍ଛ ପ୍ରମାଣିତ ହେଲା : ପ୍ରେମ ଆଗରେ ହାର୍‌ ମାନିଲା ଧର୍ମ : ବିବାହ ବନ୍ଧନରେ ବାନ୍ଧି ହେଲେ…

ମାଲକାନଗିରି : ପ୍ରେମ ସାମ୍‌ନାରେ ସବୁ ତୁ‌ଚ୍ଛ । ଏଥିପାଇଁ ତ' ପ୍ରେମକୁ ଅଂଧ ବୋଲି କୁହାଯାଇଥାଏ । ଏମିତି ଏକ ମଧୁର ସମ୍ପର୍କର ଘଟଣା ଆଜି ସାମ୍ନାକୁ ଆସିଛି, ଯାହା ଜାତି-ଧର୍ମ ସବୁକୁ ପଛରେ ପକାଇ ଦେଇଛି । ଦୁଇଟି ହୃଦୟ ମିଶିଛି ସବୁଦିନ ପାଇଁ । ଏକାଠି ମିଶି ସଂସାର ଗଢିବା ପାଇଁ ଘର ପରିବାର
Read More...

ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ ଓ ୨ ଗରୁତ

ମାଲକାନଗିରି : ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କଚେଲି ଗ୍ରାମର । ସୂଚନା ଅନୁସାରେ ବିଷାକ୍ତ ଖାଦ୍ୟ ଖାଇ ଆଜି ୨ ଜଣ ଭଉଣୀ ଓ ଜଣେ ଭାଇର ମୃତ ହୋଇଥିବା ବେଳେ ଗୁରୁତର ମାଆ ଓ
Read More...

ମାଓ କ୍ୟାମ୍ପ ଉପରେ ଚଢାଉ : ବିପୁଳ ପରିମାଣର ସାମଗ୍ରୀ ଜବତ୍‌

ମାଲାକାନାଗିରି : ଗୁଇନ୍ଦା ସୂତ୍ରରୁ ଖବର ପାଇ ଯବାନ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ସୀମୀନ୍ତରେ ଥିବା ଛତିଶଗଡ ଦନ୍ତେୱାଡା ଜିଲ୍ଲାର କେତକ ଜଙ୍ଗଲରେ ଥିବା ମାଓ କ୍ୟାମ୍ପରେ ଯବାନମାନଙ୍କ ପକ୍ଷରୁ ଚଢାଉ କରାଯାଇ
Read More...

ଚୋରା ଚାଲାଣ ବେଳେ ୫୦ ଲକ୍ଷର ଗଂଜେଇ ଜବତ : ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଳାରେ ଗଂଜେଇ ଚୋରା ଚାଲାଣର ଚେର ରାଜ୍ୟ ବାହାରକୁ ଲମ୍ବିବାକୁ ବସିଲାଣି । କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିବା ପରେ ମାଲାକାନଗିରି ଜିଲ୍ଳାର ସର୍ଗିଗୁଡା ଗାଁରେ ଚଢଉ କରାଯାଇଥିଲା । ଏଥିରେ ୭ କ୍ୱିଣ୍ଟାଲ୍‌ ଗଞେଇ ଜବତ ସହ ୩ ବେପାରୀଙ୍କୁ ମଧ୍ୟ
Read More...

ଗଂଜେଇ ଚୋରା ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡଙ୍କ ପ୍ରାଣହାନୀ

ମାଲକାନଗିରି : ଗଂଜେଇ ଚୋରା ଚାଲାଣ କରୁଥିବା କାଉଡ଼ିଆମାନଙ୍କୁ କାବୁ କରିବା ପାଇଁ ଯାଇ ଜଣେ ହୋମଗାର୍ଡ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ମିଳିଛି । ତେବେ ହୋମଗାର୍ଡ ଜଣକ ମାଥିଲି ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ସୂଚନା ଅନୁସାରେ, ଶତାଧିକ
Read More...