Browsing Tag

malkangiri news

ମିଛ ଜାତିଗତ ପ୍ରମାଣ ପତ୍ର ଦେଇ ବହିଷ୍କୃତ ହେଲେ ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା

ମାଲାକାନଗିରି : ମିଛ ଜାତିଗତ ପ୍ରମାଣ ପତ୍ର ଦେଇ ଦୀର୍ଘ ୨୪ ବର୍ଷ ଧରି ଚାକିରି କରୁଥିଲେ ମାଲାକାନଗିରି ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା । ତେବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟରେ ଅଭିଯୋଗ ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା ।…
Read More...

ବଜ୍ରକାପ୍ତା ଉଦ୍ଧାର ପାଇଁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କଲେ ଗ୍ରାମବାସୀ

ମାଲକାନଗିରି : ବଜ୍ରକାପ୍ତା ଉଦ୍ଧାର ବେଳେ ବନ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ । ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ବଜ୍ରକାପ୍ତାକୁ ରଖାଯାଇଥିବା ଖବର ପାଇ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ତ୍ବରେ ୧୫ ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ…
Read More...

ଟାର୍ଗେଟ୍ କରି ୧୦ କିଲୋ ଓଜନର ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ ମାଓବାଦୀ : ଯବାନ କଲେ ନି‌ଷ୍କ୍ରିୟ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ମାଓବାଦୀ ଓ ସୁରକ୍ଷା କର୍ମୀ‌ଙ୍କ ମଧ୍ୟରେ ରୀତୀମତ ଭାବେ ସଂଘର୍ଷ ଲାଗି ରହିଥିବା ବେଳେ ଆଜି ମାଲକାନଗିରି ସୀମାନ୍ତ ଚିନ୍ତଲନାର ବଂଗାଲିପାରା ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ୧୦ କିଲୋ ଓଜନର…
Read More...

ମହିଳା ମାଓବାଦୀର ଆତ୍ମ ସମର୍ପଣ

ମାଲକାନଗିରି : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବିଏସଏଫ୍ ଓ ଓଡିଶା ପୁଲିସର କୁମ୍ବିଂ ଅପରେସନ ଚାଲୁଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ନାବାଳିକା ମହିଳା ମାଓବାଦୀ ଗୀତା ଓରଫ ଲାଛି ଖରାକୁ ଅଟକ ରଖିଥିଲା । କିନ୍ତୁ ଲାଛି ଆତ୍ମ ସମର୍ପଣ କରିବାକୁ ଇଛା…
Read More...

କାଲିମେଳାରୁ ମାଓବାଦୀଙ୍କ ଠାରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି : ମାଲକାନଗିରି କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର ପଣ୍ଡ । ମାରିଗେଟା ଅଞ୍ଚଳରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । କାଲିମେଳା ଅଞ୍ଚଳରେ ମାରିଗେଟାରେ ଥିବା ୭୬ ବିଏସ୍‌ଏଫ୍‌ ବାଟାଲିଆନର…
Read More...

ହୁ ହୁ ହୋଇ ଜଳିଗଲା ଗଞ୍ଜେଇ ବୋଝେଇ ସ୍କର୍ପିଓ

ମାଲକାନଗିରି : ଜଳିଗଲା ଗଞ୍ଜେଇ ବୋଝେଇ ସ୍କର୍ପିଓ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଚାଲାଣଗୁଡା ନିକଟରେ ଆଜି ଭୋରରୁ ଏକ ଗଞ୍ଜେଇ ବୋଝେଇ ସ୍କର୍ପିଓ ଗଛରେ ପିଟି ହୋଇଥିବା ବେଳେ ଗାଡିଟିରେ କୌଣସି କାରଣରୁ ନିଆଁ ଲାଗି ଜଳୁଥିବା ସହ ଭିତରେ ଗଞ୍ଜେଇ ଥିବା ଦେଖିବାକୁ…
Read More...

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ମାଓବାଦୀ ମୃତ

ମାଲକାନଗିରି, (କେପିଏନ୍‌ଏସ୍‌) : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଫଳରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବୁଧବାର ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ଚିକପାଲ୍-ମର୍ଜୁମ୍ ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ…
Read More...

ଗଂଜେଇ ବେପାରୀ‌ଙ୍କ ନୂଆ କାରନାମା : ନୀଳବତି ଲଗାଇ ଗାଡିରେ ଗଞ୍ଜେଇ ଚାଲାଣ

ମାଲକାନଗିରି : ଗଂଜେଇ ବେପାରୀ‌ଙ୍କ ନୂଆ କାରନାମା । ନୀଳବତି ଲାଗିଥିବା ଗାଡ଼ି ବ୍ୟବହାର କରୁଥିବା ସହ ଆଗରେ ପୋଲିସର ଷ୍ଟିକର ଲଗାଇ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗତକାଲି ରାତିରେ ଚିତ୍ରକୋଣ୍ଡାରୁ ବିହାର ଗଞ୍ଜେଇ ଚାଲାଣ କରୁଥିଲେ ଗଂଜେଇ ବେପାରୀ ମାନେ ଏତିକିବେଳେ ପୋଲିସ ପକ୍ଷରୁ…
Read More...

ଜେଲ୍‌ରେ କଏଦୀର ସନ୍ଦେହ ଜନକ ମୃତ୍ୟୁ : ଆତ୍ମହତ୍ୟା ନା ହତ୍ୟା…

ମାଲକାନଗିରି : ପୁଣି ଜେଲ୍‌ରେ ଜଣେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ଗତ୨ ମାସ ତଳେ ହୋଇଥିବା କମ୍ବିଂ ଅପରେସନ୍‌ ବେଳେ ମାଳକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳର ଜଡାମ୍ବ ପଚାଂୟତର ଗୁଜୁରିଜୁଡା ଗାଁର ଦାନୁ ଗଲୋରୀଙ୍କୁ…
Read More...

ନୃସଂଶ କାଣ୍ଡ ଭିଆଇଁଲେ ମାଓବାଦୀ : ଘରୁ ଡାକି ନେଇ ଗାଁମୁଣ୍ଡରେ କଲେ ହତ୍ୟା

ମାଲକାନଗିରି : ଆଜି ପୁଣି ମାଓବାଦୀମାନେ ଭିଆଇଛନ୍ତି ନୃସଂଶ କାଣ୍ଡ । ସୂଚନା ଅନୁସାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର କହି ହାତ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଥିବା ଖବର ମିଳିଛି। ମୃତକ ଜଣକ ହେଉଛନ୍ତି…
Read More...