କାରୁଣ୍ଡ କୃଷକ ବିହନ ଭଣ୍ଡାର ଉଦଘାଟିତ : ସୁଲଭ ମୂଲ୍ୟରେ ଉନ୍ନତମାନର ବିହନ ପାଇବେ ଚାଷୀ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ ତରଫରୁ ଆଜି ବସଷ୍ଟାଣ୍ଡଠାରେ ଏକ କାରୁଣ୍ଡ କୃଷକ ବିହନ ଭଣ୍ଡାର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଂଚ ଚିତ୍ତରଂଜନ ବାଗ ଏବଂ ଜଣେ ସଫଳ ଚାଷୀ ତଥା!-->…
Read More...
Read More...