Browsing Tag

m.rampur news

ସମ୍ବିଧାନ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହେଇଯାଇଛି । ମୁଖ୍ୟ ବିଚାରପତି ଏସ୍ ମୁରଲିଧର ସୂଚେଇଥିଲେ ଯେ, ଅସହାୟ ଗରୀବ ଶ୍ରେଣୀର ଲୋକମାନେ ୩୯ ଏ ପ୍ରାବିଧାନ୍ଖଳ ଆରଟିକଲରେ ଆଇନ ସହାୟତାରୁ ବଂଚିତ ହେବେ ନାର୍ହିଁ ।
Read More...

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମ.ରାମପୁର, (ହେମନ୍ତ ସାହୁ) : ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବିଜେଡି ମହିଳା, ଯୁବ, ଛାତ୍ର ଜନତା ପକ୍ଷରୁ ମ.ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ବିଜେଡି ଯୁବ, ଛାତ୍ର ଓ ମହିଳା କାର୍ଯ୍ୟକର୍ତ୍ତାମାନେ ଦରବୃଦ୍ଧି ନେଇ
Read More...

ଲୁକ୍କାୟିତ ନୂତନ ଯୁବ ପ୍ରତିଭାଙ୍କ ଅନ୍ୱେଷଣରେ ‘ଅ’ ପତ୍ରିକାର ଅଭିଯାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଧବଳେଶ୍ଵର ଡିଗ୍ରୀ କଲେଜ ମୋହନଗିରି ଠାରେ 'ଅ' ପତ୍ରିକା ତରଫରୁ ନୂଆ ଶବ୍ଦ ନୂଆ କଲମ ତଥା ଲୁକ୍କାୟିତ ନବ ପ୍ରତିଭାର ଅନ୍ୱେଷଣରେ ଏକ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶିକ୍ଷା ଅଧ୍ୟାପକ ଅଜିତ
Read More...

ଗାଁ ସାଥୀ ସଂଘର ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗାଁ ସାଥୀ ସଂଘ ତରଫରୁ ପାଂଚଦଫା ଦାବୀକୁ ନେଇ ଏକ ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କୁ ପ୍ରଦାନ କରାଯାଇଛି । ଭୁଜେଶ୍ୱର ସାହୁ ଏବଂ ବଳରାମ ସାହୁଙ୍କ
Read More...

ଦୁଇ ବାଇକ ମୁହାମୁହିଁ ଧକ୍କା : ଜଣେ ମୃତ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଳା ମ.ରାମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ରାୟପୁର ଜାତୀୟ ରାଜପଥ(୫୯)ରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଆଉ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ମ.ରାମପୁର ଥାନା ଅନ୍ତର୍ଗତ ସାଇ
Read More...

ମ.ରାମପୁରରେ କାର୍ତ୍ତିକ ପୂଜା ଓ ଦୀପଯଜ୍ଞ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁରର ଗୌଡ଼ ପଡା, କୁସୁମନଗର ପଡା, ପୋଲିସ ପଡ଼ା ଓ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂଜା ଓ ଦୀପଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାସେ କାଳ ଧରି ହାବିଶିଆଳି ମନେ ବ୍ରତ କରି ହରିହର ସାଗର ଓ ଉତେଇ ନଦୀରେ ବୁଡ଼ ପକେଇ ଥାନ୍ତି ।
Read More...

ଚୋରା ହାତୀ ଦାନ୍ତ ରାକେଟ ଠାବ : ୨ ହାତୀ ଦାନ୍ତ ଜବତ, ବାପ ଓ ପୁଅ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଟୁରଚି ଗାଁରେ ୨ଗୋଟି ହାତୀ ଦାନ୍ତ ଜବତ ସହ ୨ଜଣ ବାପ ଓ ପୁଅକୁ ଗିରଫ କରିଛି ବନ ବିଭାଗ । ଗିରଫ ବାପ ଓ ପୁଅ ହେଲେ ଟୁରଚି ଗାଁର ନୂଆଖାଉ ବାଗ ଓ ଚିତ୍ରସେନ ବାଗ । ଗତ ୧୭ତାରିଖ ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ
Read More...

ବିଭିନ୍ନ ଦାବୀ ନେଇ ଜିଓଟେଗ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକ ରୁରାଲ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ତରଫରୁ ଆଜି ବିଭିନ୍ନ ଦାବୀ ନେଇ ସଂଘ ଦାବୀପତ୍ର ପ୍ରଦାନ କରିଛି । ଏହି ସଂଘର ଦାବୀ ମୁତାବକ ସମସ୍ତ ସରକାରୀ ଯୋଜନାକୁ ସଫଳ ଭାବରେ ରୂପ ଦେବାରେ ଜିଓଟେଗ୍ କର୍ମଚାରୀଙ୍କର ଏକ
Read More...

ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଶିଶୁ ଦିବସ ପାଳନ ଅବସରରେ ଜୋତା ଓ ଶୀତବସ୍ତ୍ର ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ଆଜି ପବିତ୍ର ଶିଶୁ ଦିବସ ଅବସରରେ ତଳସାଗରପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଜୟନ୍ତୀ ନଗର ଅଙ୍ଗନୱାଡ଼ିକେନ୍ଦ୍ର ତରଫରୁ ତଳସାଗରପଡ଼ା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ ଅବସରରେ ଜୋତା ଓ ଶୀତବସ୍ତ୍ର ବଂଟନ କରାଯାଇଛି । ପ୍ରାରମ୍ଭରେ ଚାଚା
Read More...

ମ.ରାମପୁରରେ କଂଗ୍ରେସର ବନ୍ଦ ସଫଳ

ମ.ରାମପୁର, (ହେମନ୍ତ ସାହୁ) : ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ଦିଆଯାଇଥିବା ୬ଘଣ୍ଟିଆ ବନ୍ଦ ଡାକରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି । କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ବିଭୁତି ଭୂଷଣ ମହାଖୁଡ଼ ଏବଂ ମ.ରାମପୁର ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ
Read More...