Browsing Tag

loisingha news

ସମନ୍ୱିତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଅଧୀନରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଥାନୀୟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଓ ଦୁମଦୁମି ସ୍ଥିତ ଆଶ୍ରମ ସ୍କୁଲରେ ଏକ ସମନ୍ୱିତ ସ୍ୱାସ୍ଥ୍ୟ ପରୀକ୍ଷା
Read More...

ବୁରୋମୁଣ୍ଡାରେ ପ୍ରାଣୀଧନ ସ୍ୱାସ୍ଥ୍ୟ ସଚେତନତା ଶିବିର : ଘାସମୂଳ ପ୍ରତିରୋପନ ଉପରେ ଗୁରୁତ୍ୱାରୋପ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ପକ୍ଷରୁ ତଳିଉଡ଼ାର ପଞ୍ଚାୟତ ବୁରୋମୁଣ୍ଡା ଗ୍ରାମରେ ପ୍ରାଣୀଧନ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛେଳି ମେଣ୍ଢାଙ୍କ ପାଇଁ ପ୍ରତିଷେଧକ ଟୀକା ଦେବା ସହ ସାହାଣା ରୋଗର
Read More...

ଝାରମୁଣ୍ଡାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥଲେଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଡାଲଖାଇ ପାହାଡ଼ଠାରେ ମେଗା ବୃକ୍ଷ ରୋପଣନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୨ ଶହ ଶାଗୁଆନ, ଶହେ ବାଉଁଶ ଓ ଶହେ ନିମ୍ବ ଚାରା ସମେତ ମୋଟ ୫ ଶହ ଚାରା ରୋପଣ କରାଯାଇଛି । ଏଥିରେ
Read More...

ସରଗାଡରେ କରୋନା ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡ ଗାଁରେ ଜଗନ୍ନାଥ ଯୁବ ପରିଷଦ ଆନୁକୂଲ୍ୟରେ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେବତୀ ସୁନା ମୁଖ୍ୟ ଅତିଥି, ଲିଲିମା ରଣା, କୁମାରୀ ନାଏକ ଓ କୈବର୍ତ୍ତ ପଧାନ ସମ୍ମାନିତ ଅତିଥି
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଅଙ୍ଗନବାଡି ସୁପରଭାଇଜର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଅଙ୍ଗନବାଡ଼ି ସୁପରଭାଇଜର କୁନି ନାଏକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାଯାଇଛି । ଆଗଲପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ୬ ଜଣ
Read More...

ପ୍ରକୃତି ମିତ୍ର ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଲୋଇସିଂହା, (କେିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ ଯୋଗୀସର୍ଡାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ରେଞ୍ଜର ପାଉଲ ହରପାଲ, ଫରେଷ୍ଟର ସୁନୀଲ ମିଶ୍ର ଓ ଚିନ୍ମୟ ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ,
Read More...

ବନ ମହୋତ୍ସବ ସପ୍ତାହରେ ସାମୁହିକ ବୃକ୍ଷ ରୋପଣ

ଲୋଇସିଂହା, (କେପିଏନ୍‌ଏସ୍‌) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କଟୁରାପାଲିଠାରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଗତକାଲି ସାମୁହିକ ଚାରା ରୋପଣ କାର୍ଯ୍ୟ ତଥା ବୃକ୍ଷ ରୋପଣ ଓ ତାର ଯତ୍ନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁକେଶ କୁମାର
Read More...

ଝାରମୁଣ୍ଡାରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍‌ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶାଗୁଆନ, ଦେବଦାରୁ ସମେତ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା । ଏଥିରେ ଲୋଇସିଂହା
Read More...

ସୁଜିଆରେ ୱାଟର ଫିଲଟର ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା ଏଡିପି ପକ୍ଷରୁ ନିକଟସ୍ଥ ସୁଜିଆ ଗ୍ରାମରେ ୱାଟର ଫିଲଟର ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଲୋଇସିଂହା ବ୍ଲକ ୩୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଲୋଇସିଂହା
Read More...

ପରଧିଆପାଲି ଗାଁରେ ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତର ପରଧିଆପାଲି ଗ୍ରାମରେ ଗାଧୁଆ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କାର୍ଯ୍ୟରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ହେଁ ଏଠାରେ
Read More...