Browsing Tag

khaprakhol news

ସହାୟତାକୁ ଅପେକ୍ଷା କରି କରି ଆଖି ବୁଜିଲେ ଜୟକୃଷ୍ଣ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଧିର ବିଧାନ କେଡେ ନିଷ୍ଠୁର । ଖେଳିବା ଖାଇବା ବୟସରେ ଦୁନିଆକୁ ଭଲ ଭାବେ ଦେଖି ନଥିବା ଗରିବ ଅସହାୟ ପରିବାରରେ ଜନ୍ମିତ ଜୟକୃଷ୍ଣଙ୍କ ଆଜି ପରଲୋକ ହୋଇଯାଇଛି । କିଛି ଦିନ ଆଗରୁ ଆମେ ସହାୟତା ଅପେକ୍ଷାରେ ଫୁଲଝର ଗ୍ରାମର ଜୟକୃଷ୍ଣ ବୋଲି ଖବର ପ୍ରସାରଣ
Read More...

ଟ୍ରେନରେ କଟି ଇଓଙ୍କ ମୃତ୍ୟୁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ରାୟପୁର ଯାଉଥିବା ରେଳପଥ ଟଙ୍କପାଣି ଗାଁ ଏବଂ ଚୋରମୁଣ୍ଡା ଗାଁ ମଧ୍ୟରେ ଥିବା ଏକ ଫାଟକ ପାଖରେ ରାତିରେ କୈାଣସି ଏକ ଟ୍ରେନ ଧକ୍କାରେ ବୁଢାଛାପର ଗ୍ରାମର ଇଓ କୃଷ୍ଣ ଚନ୍ଦ୍ର ନାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ
Read More...

ଗାଁ ମଝିରେ ଚାଲିଛି ବେଆଇନ ମଦ କାରବାର : ବଢ଼ୁଛି ଜନ ଅସନ୍ତୋଷ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁରେ ଖୁଲମ୍‌ଖୁଲା ଭାବେ ନିଜ କିରାନା ଦୋକାନରେ ତଥା କୁକୁଡ଼ା ଦୋକାନରେ ଚାଲିଛି ବେଆଇନ ଦେଶୀ, ବିଦେଶୀ ମଦ କାରବାର । ମହରାପଦର ଗାଁର ସୁରେଶନ ଦଳେଇ ନିଜର କିରାନା ଦୋକାନରେ ଦେଶୀ, ବିଦେଶୀ ମଦ ବିକ୍ରି
Read More...

ଖପ୍ରାଖୋଲରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର କାର୍ୟ୍ୟକାରିତା ଉପରେ କାର୍ୟ୍ୟକ୍ରମ…

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ ) : ଖପ୍ରାଖୋଲ ବ୍ଲକ କନଫରେନ୍ସ ହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ୟ୍ୟକାରିତା ତଥା ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
Read More...

କିସ ବିଶ୍ୱବିଦ୍ୟାଳୟ ତରଫରୁ ଦଶମ ପର୍ୟ୍ୟାୟ ପାଠ୍ୟ ଉପକରଣ ପ୍ରଦାନ : କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା…

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି କରୋନା ଜନିତ କଟକଣା ସମୟରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା, ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ
Read More...

ପାଣି ମୋଟର ଚୋରି ଅଭିଯୋଗରେ ତିନି ଗିରଫ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଲବାଞ୍ଜି ଗ୍ରାମରୁ ପାଣି ମୋଟର ଚୋରି ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଉଲବାଞ୍ଜି ଗ୍ରାମର ଶଙ୍କର ଛତ୍ରିଆ ଏବଂ ଦୂର୍ଯ୍ୟୋଧନ ଛତ୍ରିଆ । ସେହିପରି ଚୋରି
Read More...

ପୁନଃ ନିଯୁକ୍ତି ଦାବୀ ନେଇ ଯୁବକଙ୍କ ଷ୍ଟେଟ ବ୍ୟାଙ୍କ ଆଗରେ ଧାରଣା

ଖପ୍ରାଖୋଲା, (କ୍ରିଷ୍ଣା ସେଠୀ) : ପୁନଃ ନିଯୁକ୍ତି ଦାବୀ ନେଇ ଲାଠୋର ଗ୍ରାମର ଯୁବକ ମୋତିରାମ ତାଣ୍ଡି ଗତକାଲି ଠାରୁ ନିଜ ସହୋଯୋଗୀଙ୍କ ସହିତ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ଆଗରେ ଧାରଣାରେ ବସିଛନ୍ତି । ତାଙ୍କ କହିବା ମୁତାବକ ୨୦୧୪ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଲାଠୋର ଷ୍ଟେଟ ବ୍ୟାଙ୍କ
Read More...

ବୁରୋମାଲ ମାଁ କରମସାନୀ କଳା ପରିଷଦ ତରଫରୁ କରୋନା ଏବଂ ମ୍ୟାଲେରିଆ ସଚେତନତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଅଞ୍ଚଳ ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା । ତା' ସହିତ ଏକ ବର୍ଷ ହେଲା କୋରାନା ମହାମାରୀ ଲୋକଙ୍କୁ ଭୟଭୀତ କରି ରଖିଛି। ଏପରି ସମୟରେ ବହୁ ସ୍ବେଛାସେବୀ ମାନେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସୁଛନ୍ତି । କିନ୍ତୁ ଏକ ଭିନ୍ନ
Read More...

ବସନ୍ତ ମିଳନରେ କବିତା ପାଠୋତ୍ସବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ କନ୍ଦରାଭଟା ଜଳମହାଦେବ ଝରଣା କୂଳରେ ସେଲା ପଥର ସାହିତ୍ୟ ସଂସ୍କୃତି କଲା ପରିଷଦ ବସନ୍ତ ମିଳନ ଉତ୍ସବ ରବିବାର ଅନୁଷ୍ଠିତ ହେଇଯାଇଛି । ପରିଷଦ ସମ୍ପାଦକ ଧରମସିଂ ଧରୁଆଙ୍କ ଅଧ୍ୟକ୍ଷତାରେ
Read More...

ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଡିଗ୍ରୀ ପଂଚାୟତ ମହାବିଦ୍ୟାଳୟ ଠାରେ କଲେଜ ଅଧ୍ୟକ୍ଷ ପ୍ରସନ୍ନ ଦାଶଙ୍କ ସଭାପତିତ୍ୱ ମୁଖ୍ୟଅତିଥି ଭାବେ କଲେଜର ପୂର୍ବତନ ସମ୍ପାଦକ ଘାସିରାମ ଅଗ୍ରୱାଲ, ସମ୍ମାନୀତ ଅତିଥିଭାବେ ପୂର୍ବତନ ଉପସଭାପତି ଜଗନ୍ନାଥ
Read More...