ହୋଇପାରୁନି ବିଦ୍ୟୁତ୍ ବିଲ୍ ପୈଠ, ପାନୀୟ ଜଳଯୋଗାଣ ବନ୍ଦ ହେବାରୁ ଗ୍ରାମବାସୀ ହନ୍ତସନ୍ତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଦ୍ୟୁତ୍ ବିଲ୍ ପୈଠ ନକରିବାରୁ ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ସଦର ଖପ୍ରାଖୋଲ ଆରଡବ୍ଲୁଏସ୍ଏସ୍ ପରିସରରେ ଥିବା ପାଣିଟାଙ୍କିକୁ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଛି । ଗ୍ରାମରେ ପାନୀୟ ଜଳଯୋଗାଣ ୩ ଦିନ ହେଲା ବନ୍ଦ ହୋଇ ଥିବାରୁ ଖପ୍ରାଖୋଲ ଗ୍ରାମବାସୀ!-->…
Read More...
Read More...