Browsing Tag

kesinga news

କେସିଙ୍ଗା ସ୍ୱାସ୍ଥ୍ୟ ସେବା ବିଷୟରେ ଅବଗତ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ

କେସିଙ୍ଗା : (ପ୍ରୀତେଶ ପଟେଲ) : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲ୍ଲା ଉତ୍କେଳା ଏୟାର ଫିଲ୍ମ ଦେଇ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଥିଲେ । ବଲାଙ୍ଗିର ଗସ୍ତ ସମୟରେ କିଛି ସମୟ କେସିଙ୍ଗା ଏନ୍ଏସି ଗେଷ୍ଟ ହାଉସ୍‌ରେ ରହଣି ବେଳେ ନଗର ବିଜେପି
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୫୦ତମ ବାର୍ଷିକ ଉତ୍ସବ ‘ଉଡାନ୍’ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ବିଦ୍ୟାଳୟ ପରିସରରେ ୫୦ତମ ବାର୍ଷିକ ଉତ୍ସବ - ୨୦୨୫ 'ଉଡାନ୍' ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ
Read More...

ବେଲଖଣ୍ଡି ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ସମାରୋହ

କେସିଙ୍ଗା, (ଖୁସି ରାନୀ ସାହୁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟଠାରେ ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାସଙ୍କ ଅଧ୍ୟକ୍ଷତା କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ
Read More...

କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ ମହାସମାରୋହ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ କଲେଜ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ,
Read More...

୬୫ଟି ଅଭିଯୋଗରେ ସରିଲା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସଭାଗୃହରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ
Read More...

କେସିଙ୍ଗାରେ ଏନ୍‌ଏସି ସ୍ତରୀୟ କଳାହାଣ୍ଡି ଉତ୍ସବରେ ଦୂଲୁକିଲା ବୁଢ଼ାରଜା ମଞ୍ଚ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ତଥା ଜିଲ୍ଲାର ବିଲୁପ୍ତ ହେଇଯାଉଥିବା ଥିବା କଳା ଓ ସଂସ୍କୃତିକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ ନେଇ ପାଳନ ହେଉଥିବା ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ଇତି ମଧ୍ୟରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ
Read More...

ଟ୍ରାକ୍ଟର ଧାନ ହଲର୍‌ରେ କଟି ହଲର୍‌ ମାଲିକଙ୍କ ମୃତ୍ୟୁ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ବିନେକେଲା ଗାଁରେ ଟ୍ରାକ୍ଟର ହଲର୍‌ରେ ଧାନ କୁଟାଇବା ବେଳେ ଫସି ମାଲିକ ଶେଷ ଦେବ ପ୍ରଧାନ (୩୦)ଙ୍କ ମୁଣ୍ଡ କଟି ମୃତ୍ୟୁ । ସୂଚନା ଯୋଗ୍ୟ ଯେ, ଟ୍ରାକ୍ଟର ମାଲିକ ଶେଷ ଦେବ ନିଜେ ତାଙ୍କ ଟ୍ରାକ୍ଟର ହଲର୍‌ରେ ଧାନ
Read More...

ଲଗାଣ ବର୍ଷା ଯୋଗୁଁ ରାସ୍ତା ବେହାଲ୍

କେସିଙ୍ଗା, (ପ୍ରୀତେଶ ପଟେଲ) : ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲୁଏସ୍ଏସ୍)ର ଅବହେଳା ଯୋଗୁଁ କେସିଙ୍ଗା - ରୁପ୍ରା ରାସ୍ତାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ଉପୁଜିଛି । ଗ୍ରାମୀଣ ସଡକ ଗୁଡ଼ିକ ଅପେକ୍ଷାକୃତ ସଂକୀର୍ଣ୍ଣ ଏବଂ ପାଇପ୍‌ ଲାଇନ ଲଗାଇବା ପାଇଁ ଖୋଳିବା ପରେ
Read More...

ଉଦ୍‌ଘାଟିତ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ୯ତମ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଗାଡ ଫୁଟ୍‌ବଲ ଖେଳ ପଡ଼ିଆରେ ଉଦ୍‌ଘାଟିତ ଏହି ପ୍ରତିଯୋଗିତା ସର୍ବମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ପ୍ରତିଯୋଗିତାର ଫାଇନାଲ ଖେଳ ୩୧
Read More...

ଉଦ୍‌ଯାପିତ ହେଲା ବୁଢ଼ାଡଙ୍ଗର ଲୋକ ମହୋତ୍ସବ

କେସିଙ୍ଗା, (ପ୍ରୀତେଶ ପଟେଲ) : ସଂସ୍କୃତି ଓ ଲୋକକଳାର ଉତ୍ସବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ୨ ଦିନ ଧରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ପ୍ରଦର୍ଶନରେ ଝୁମିଥିଲେ ଅଞ୍ଚଳବାସୀ । ଦ୍ୱିତୀୟ ଦିନ ସକାଳ ୧୦
Read More...