Browsing Tag

kesinga news

ଓଡିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : କଲାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ସଫଳତାର ସହ ଆୟୋଜିତ ହୋଇଯାଇଛି ।
Read More...

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କେସିଙ୍ଗା ଗସ୍ତ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ଏସି ପାଖ କଲ୍ୟାଣ ମଣ୍ଡପରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ରାଜ୍ୟରେ ବିଜେପି ସରକାରଙ୍କ ନଅ ମାସର ଉପଲବ୍ଧି ବିଷୟରେ କହି ନିଜ ଭାଷଣ ସୁଭଦ୍ରା
Read More...

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କେସିଙ୍ଗା ଗସ୍ତ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ରାଜ୍ୟରେ ବିଜେପି ସରକାରଙ୍କ ନଅ ମାସର ଉପଲବ୍ଧି ବିଷୟରେ କହି ନିଜ ଭାଷଣରେ
Read More...

କେସିଙ୍ଗା ଉଚ୍ଚ ବାଳିକା ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଶୁଭାରମ୍ଭ

କେସିଙ୍ଗା, (ପ୍ରୀତେଶ ପଟେଲ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କର ସୁଷମ ଓ ପୌଷ୍ଟିକ ଖାଦ୍ୟ ଗ୍ରହଣର ସୁବିଧାକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ଓ
Read More...

ଚାରି ମାସ ହେଲା ସୁରକ୍ଷାକର୍ମୀଙ୍କୁ ଦରମା ବନ୍ଦ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛି ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତରଫରୁ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ରରେ ସୁରକ୍ଷା କର୍ମୀ ଯୋଗାଇବା ପାଇଁ ଟେଣ୍ଡର ହୋଇଥିଲା । ଏହି ଟେଣ୍ଡର ଜରିଆରେ ଭୁବନେଶ୍ଵରର କେଆର ସିକୁରିଟୀ ନାମକ ଏକ ବେସରକାରୀ
Read More...

କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଉଦ୍‌ଯାପିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଛାତ୍ରୀର ଆତ୍ମସୁରକ୍ଷା ହିଁ ଛାତ୍ରୀର ଜୀବନ ରକ୍ଷା । ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଟାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଇତିମଧ୍ୟରେ ମହାସମାରୋହରେ ଉଦ୍‌ଯାପିତ
Read More...

ଗୌରୀ ଶଙ୍କର ମନ୍ଦିର ପରିସରରେ ରାମ ନବମୀ ମହୋତ୍ସବ ପାଇଁ ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ଛଅ ଏପ୍ରିଲ ରାମନବମୀ ମହୋତ୍ସବ ଉପଲକ୍ଷେ କାଲି କେସିଙ୍ଗା ଗୌରୀଶଙ୍କର ମନ୍ଦିର ପରିସରରେ ରାମଭକ୍ତ କି ଟୋଲିଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଧୁମଧାମରେ ରାମ ନବମୀ ମହୋତ୍ସବ ପାଳନ କରାଯିବ ଏବଂ ହରିୟାଣା
Read More...

୧୦ବର୍ଷ ପୂର୍ତ୍ତି ଅବସରରେ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଲୋଚନା ଚକ୍ର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସଚେତନ ନାଗରିକ ମଞ୍ଚର ୧୦ବର୍ଷ ପୂର୍ତ୍ତି ଅବସରରେ ମଞ୍ଚ ତରଫରୁ ଅଞ୍ଚଳର ବିକାଶ ନିମନ୍ତେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମଞ୍ଚର
Read More...

ନୃଶଂସ ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ଗୁରୁତର

କେସିଙ୍ଗା, (ପ୍ରୀତେଶ ପଟେଲ) : ସତ୍ୟଯୁଗରେ ସତ୍ୟବାନଙ୍କ ଜୀବନ ବଞ୍ଚାଇବା ପାଇଁ ସାବିତ୍ରୀ ଯମ ସହିତ ଲଢେଇ କରିଥିଲେ, ହେଲେ ଆଜିର କଳିଯୁଗରେ ସ୍ୱାମୀର ଜୀବନ ନେବାକୁ ପଛାଉ ନାହିିଁ ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସି ୱାର୍ଡ ନମ୍ୱର ୯ର
Read More...

ଦୀର୍ଘ ତିରିଶ ବର୍ଷ ପରେ ଆୟୋଜିତ ହେଲା ସର୍ବଭାରତୀୟ ନକ୍‌ ଆଉଟ୍‌ ଫୁଟବଲ ପ୍ରତିଯୋଗିତା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ୩୦ ବର୍ଷ ପରେ ଅନୁଷ୍ଠିତ ହେଉଥିବା ବହୁ ପ୍ରତିକ୍ଷିତ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଇତି ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ୧୯୯୪ ମସିହାରେ କେସିଙ୍ଗା ଠାରେ ଶେଷଥର ପାଇଁ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ
Read More...