Browsing Tag

kesinga news

କେସିଙ୍ଗା ବ୍ଲକରୁ ପ୍ରକୃତି ବନ୍ଧୁ ପୁରସ୍କାରରୁ ସମ୍ମାନିତ ହେଲେ ବାଲସି ଗ୍ରାମ ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ…

କେସିଙ୍ଗା, (ପ୍ରୀତେଶ ପଟେଲ) : ପରିବେଶ ସୁରକ୍ଷା ପାଇଁ ପୁରା ବିଶ୍ଵ ଚିନ୍ତିତ ସେହି ପରିପେକ୍ଷୀରେ ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମେଦିନୀପୁର, ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଦକ୍ଷୀଣ
Read More...

ଯୋଗମାୟା ପୀଠରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ୱେବସାଇଟ ଉନ୍ମୋଚନ ଓ ବୃକ୍ଷ ରୋପଣ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜିର ସମଯରେ ପୁରା ବିଶ୍ଵରେ ସବୁଠୁ ବଡ ସମସ୍ୟା ହେଉଛି ପରିବେଶ ଏହି ପରିପ୍ରେକ୍ଷୀରେ କେସିଙ୍ଗା ଗୁର୍ଜିମୁଣ୍ଡା ସ୍ତିତ ମା ଯୋଗମାୟା ପୀଠରେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ମନ୍ଦିରର ୱେବସାଇଟ
Read More...

କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ସାରା ବିଶ୍ୱରେ ଗୋଟିଏ ହିଁ ଚର୍ଚ୍ଚା ପରିବେଶ କେମିତି ଭଲ ରହିବ ସେହି ପରିପେକ୍ଷିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ପରିବେଶ ଦିବସ ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ
Read More...

ବିଜୁଳି କାଟ୍ ପରମ୍ପରାକୁ ବଜାୟ ରଖିଛନ୍ତି କେସିଙ୍ଗା ବିଦ୍ୟୁତ୍ ବିଭାଗ

କେସିଙ୍ଗା, (ପ୍ରୀତେଶ ପଟେଲ) : ଯେମିତି ଯେମିତି ଗ୍ରୀଷ୍ମ ପ୍ରବାହ ବଢୁଛି ସେମିତି ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ବିଦ୍ୟୁତ୍ କାଟ ବଢୁଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ବିଦ୍ୟୁତ୍ କାଟରୁ ଲୋକେ ହନ୍ତସନ୍ତ ହୋଇଗଲେଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇଁବାରେ ଲାଗିଛି ଏହି
Read More...

ବାଇପାସ୍ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେସିଙ୍ଗା, (ପ୍ରୀତେଶ ପଟେଲ ) : ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ
Read More...

କେସିଙ୍ଗାର ଉନ୍ନତି ପାଇଁ ୧୦ ଦଫା ଦାବି : ୧୫ ଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଦ୍ୱାର ଭାବେ କେସିଙ୍ଗା ପରିଚିତ । ହେଲେ କେସିଙ୍ଗା ଅଞ୍ଚଳର ଉନ୍ନତି ଯେଉଁ ଭଳି ହେବା କଥା ତାହା ହେଉନଥିବା ଅଭିଯୋଗ ହେଉଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ କେସିଙ୍ଗା ରେଲୱେ ଷ୍ଟେସନଠାରୁ ସିଧାସଳଖ ଭାବେ ଦୈନିକ ଟ୍ରେନ ସୁବିଧା
Read More...

ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ ହେବେ ଜିତେନ୍ଦ୍ର ହେର୍ଣ୍ଣା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ୧୧ ନଂ ୱାର୍ଡର ସଭ୍ୟ ଜିତେନ୍ଦ୍ର ହେର୍ଣ୍ଣା ଦାୟିତ୍ୱ ଗ୍ରହଣ କରିବେ ବୋଲି ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୧୧୬/ ତା. ୦୮. ୦୫. ୨୦୨୫
Read More...

କେସିଙ୍ଗା ମୁସଲିମ ସମାଜ ପକ୍ଷରୁ ଆତଙ୍କବାଦ ବିରୋଧରେ କଳା ପଟି ପରିଧାନ ସଭା ଆୟୋଜିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଭାରତର ମିନି ସ୍ଵଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧରେ ଆଜି କେସିଙ୍ଗା ମୁସଲିମ ସମାଜ ପକ୍ଷରୁ କେସିଙ୍ଗା ମସଜିଦଠାରେ ପଟି ପରିଧାନ କରି ଏକ
Read More...

କାଶ୍ମୀର ଘାଟି ଘଟଣାକୁ ବିରୋଧ କରି କେସିଙ୍ଗା ସହରରେ ମହମ ଯାତ୍ରା

କେସିଙ୍ଗା, (ପ୍ରିତେଶ ପଟେଲ) : ଭାରତର ମିନି ସ୍ଵିଜରଲାଣ୍ଡ କହୁଥିବା କାଶ୍ମୀରର ପହଲଗାମ ପର୍ଯ୍ୟଟନ ସ୍ଥଳୀ ରେ ତା ୨୨.୦୪.୨୫ ଆତଙ୍କବାଦୀ ମାନଙ୍କ ଦ୍ଵାରା ଧର୍ମ ଆଧାରରେ ବାଛି ବାଛି ହିନ୍ଦୁ ପର୍ଯ୍ୟଟନଙ୍କୁ ଗୁଳି କରି ହତ୍ୟା କରିଥିଲେ । ସାରା ବିଶ୍ୱରେ ଏହି ଆତଙ୍କବାଦୀଙ୍କ ରକ୍ତ ଚରିତ
Read More...

୫ଟି ରୂପାନ୍ତରିତ କାଯ୍ୟରେ ସ୍କୁଲ ମାନଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ସ୍କୁଲ ମାନଙ୍କରେ ୫ ଟି ରୂପାନ୍ତରୀତ କରଣରେ ନାମରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆଣିଛନ୍ତି କେସିଙ୍ଗା ନଗରର ଜଣେ ବରିଷ୍ଠ ସାମ୍ୱାଦିକ, ସେ କେସିଙ୍ଗା ବ୍ଲକ ବିଇଓ କାର୍ଯ୍ୟାଳୟରେ ଗତ ୦୪.୦୪.୨୫ ରିଖ ଦିନ ସରକାରଙ୍କର
Read More...