ସଫେଇ କର୍ମଚାରୀଙ୍କୁ ସମ୍ମାନ : କେସିଙ୍ଗା ଏନ୍ଏସିରେ ବଡାଖାନା କାର୍ଯ୍ୟକ୍ରମ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତି ଭାବେ ଯୋଗଦେଇ କହିଥିଲେ ଯେ, ବର୍ଷ ସାରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀମାନେ ସଫା କରିଥାନ୍ତି ।!-->…
Read More...
Read More...