Browsing Tag

kesinga news

କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ : ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ

କେସିଙ୍ଗା : ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ତଥା ଅନ୍ୟାନ୍ୟ ରାଜନୈତିକ ଦଳର ଆହ୍ୱାନ କ୍ରମେ ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦେଖିବାରୁ ମିଳିଛି । କେସିଙ୍ଗା ନଗର ଓ ବ୍ଲକ
Read More...

ପନ୍ଦର ବର୍ଷ ଯୁବକର ଅଭାବନୀୟ ଘଟଣା

କେସିଙ୍ଗା, (ପ୍ରୀତେଶ ପଟେଲ) : ପନ୍ଦର ବର୍ଷର ଯୁବକର ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ବୋରିଙ୍ଗ ପଦର ୮ ନଂ ୱାର୍ଡରେ । ବୋରିଙ୍ଗପଦର ସ୍ଥିତ ବାଲକୁମାର ଶିକା (୧୫) ,ପିତା - ଅଚିତ୍ କୁମାର ଶିକା ନାମକ ଯୁବକ ରବିବାର ସନ୍ଧ୍ୟା ସମୟରେ ନିଜ ବାସଭବନର ଉପର ଛାତ
Read More...

ଷ୍ଟିଅରିଂ ଛାଡ ଆନ୍ଦୋଳନର ତୃତୀୟ ଦିବସ

କେସିଙ୍ଗା, (ପ୍ରୀତେଶ ପଟେଲ) : ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ବ୍ୟାପି ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିବା ବେଳେ ଆଜି ତାହା ତିନିଦିନରେ ପହଞ୍ଚିଛି । ସାତ ଦଫା ଦାବି ନେଇ ସରକାରଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ବେଳେ ସରକାର ଦାବି ପୂରଣ ନ କଲେ
Read More...

କଶୃପଡାରୁ ସିଂଝରଣ ରାସ୍ତା ଅତି ଶୋଚନୀୟ ରାସ୍ତାକୁ ଅବରୋଧ କରି ବିଡ଼ିଓଙ୍କୁ ଅଭିଯୋଗ ଦେଲେ ଗ୍ରାମର ଶତାଧିକ ମହିଳା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତ ଅଧୀନସ୍ଥ କଶୃପଡାରୁ ସିଂଝରଣ ଗ୍ରାମ୍ୟ ରାସ୍ତାଟି ଦୀର୍ଘ ପାଞ୍ଚ ବର୍ଷ ଧରି ଅତି ଶୋଚନୀୟ ହୋଇ ପଡ଼ିରହିଛି । ଉକ୍ତ ରାସ୍ତାରେ ନିର୍ଭର କରିଥାନ୍ତି ରେଙ୍ଗାଲି , ପଦ୍ମପୁର, ସିଂଝରଣ ଭଳି ଗ୍ରାମ
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) 'ମାଆଙ୍କ ନିମନ୍ତେ ଗଛଟିଏ' ଆହ୍ୱାନରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ମୁଖ୍ୟ ଅତିଥି ରୂପେ କେସିଙ୍ଗା
Read More...

କେସିଙ୍ଗା ସତ୍ୟର ସ୍ଵର ଟିମ ତରଫରୁ ବନ ମହୋତ୍ସବ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ ) : ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ସତ୍ୟର ସ୍ୱର ସାମାଜିକ ଗଣମାଧ୍ୟମ କେସିଙ୍ଗା ଟିମ୍ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କେସିଙ୍ଗା ୱାର୍ଡ ନମ୍ବର ୧ ସ୍ଥିତ ବାଗଡ ଗୌରୀ ଶଙ୍କର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ
Read More...

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଦୀର୍ଘ ୧୮ ଦିନର ଆନ୍ଦୋଳନ ସ୍ଥଗିତ

କେସିଙ୍ଗା, (ପ୍ରୀତେଶ ପଟେଲ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ପ୍ରମୁଖ ୧୦ ଦଫା ଦାବି ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଶନିବାରଠାରୁ ସ୍ଥଗିତ ରଖାଯାଇଛି । ଏହି ଆନ୍ଦୋଳନ ଗତ ମାସ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ତାହା ୧୮ ଦିନରେ ପହଞ୍ଚିଥିଲା ।
Read More...

୨୫୦ କିଲୋ ଲୁହା ସାମଗ୍ରୀ ଚୋରି ଘଟଣାରେ ୫ ଜଣକୁ କୋର୍ଟ ଚାଲାଣ

କେସିଙ୍ଗା, (ପ୍ରୀତେଶ ପଟେଲ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ପିନିଂ ମିଲ୍‌ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା । ଏ ନେଇ ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି
Read More...

ବନମହାଉତ୍ସବ ଓ ଉଦଘାଟନୀ କାର୍ଯ୍ୟକ୍ରମ କେସିଙ୍ଗା ମହାବିଦ୍ୟାଳୟରେ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସାରା ଦେଶରେ ବନ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଅନେକ ଉଦଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ଅନୁଦାନରେ ନିର୍ମିତ ବାଳକ ସାଧାରଣ ପ୍ରକୋଷ୍ଠ, ଲୋକସଭା ସଦସ୍ୟଙ୍କ
Read More...

ଗୋଚର ଜମି ନଥିବାରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଜବ ଢଙ୍ଗରେ ଧାରଣା ଦେଲେ ଗ୍ରାମବାସୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କଶୃପଡ଼ା ପଞ୍ଚାୟତ ଶୁକୁନାଭଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଢଙ୍ଗ ଘଟଣା । ସୂଚନା ମୁତାବକ ସୂକୁନାଭଟା ଗ୍ରାମର ନାମରେ ଦୀର୍ଘ ବର୍ଷ ଧରି ଗୋଚର ଜମି ୫୨ ଏକର ଏବଂ ଜଳଚର ଜମି ୨୦ ରୁ ୪୦ ଏକର ଥିବା ଗ୍ରାମବାସୀ ମତ
Read More...