Browsing Tag

kendrapada news

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୦ ବଖରା ଘର

କେନ୍ଦ୍ରାପଡ଼ : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ଗତକାଲି ମଧ୍ୟରାତ୍ରିରେ ଏହି…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର୍ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୋପ ଛକଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ୧୨ ଚକିଆ ଟ୍ରକ୍ ପିକ୍‌ଅପ୍ ଭ୍ୟାନ୍‌କୁ ଧକ୍କା ଦେବା ଫଳରେ ପିକ୍‌ଅପ୍ ଭ୍ୟାନ୍‌ ଡ୍ରାଇଭର୍ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପାରାଦୀପ ଆଡୁ ଏକ ପିକଅପ୍…
Read More...

ଅତର୍କିତ ଗୁଳିମାଡ : ସ୍ୱାମୀଙ୍କ ଜୀବନ ଗଲା, ସ୍ତ୍ରୀ ଓ ପୁଅ ଗୁରତର, ଗ୍ରାମବାସୀଙ୍କ ହାତରେ ଧରାପଡିଲା ଦୁର୍ବୃତ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁର ଗାଁରେ ଗୁଳିକାଣ୍ଡ ଘଟି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତ ବ୍ୟକ୍ତି ଅବସରପ୍ରାପ୍ତ କେନ୍ଦ୍ରାପଡା ବ୍ଲକ କର୍ମଚାରୀ ଅରବିନ୍ଦ ମିଶ୍ର ବୋଲି…
Read More...

କେନ୍ଦ୍ରୀୟ ପଣ୍ୟାଗାର ପରିସରରୁ ଶ୍ରମିକଙ୍କ ମୃତ​‌ଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମଶାକଣି କେନ୍ଦ୍ରୀୟ ପଣ୍ୟାଗାର ପରିସରରୁ ଜଣେ ଅଜଣା ଶ୍ରମିକଙ୍କ ମୃତ ଦେହକୁ ମାର୍ଶାଘାଇ ପୋଲିସ ଉଦ୍ଧାର କରିଥିବା ଜରାପଡିଛି । ମଶାକଣି କେନ୍ଦ୍ରୀୟ ପଣ୍ୟାଗାର ପରିସରରେ ଏକ ନୂତନ ଗୃହ ନିର୍ମାଣାଧୀନ ଥିବା ବେଳେ ସେଠାରେ କିଛି ଶ୍ରମିକ…
Read More...

କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜୋନରେ ବିଜେଡି ରହିଛି ଆଗୁଆ

କେନ୍ଦ୍ରାପଡା : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ପ୍ରଥମ ରାଉଣ୍ଡ ତଥା ଅପରାହ୍ନ ୧ଟା ସୁଦ୍ଧା ଜିଲ୍ଲାର ୯ଟି ବ୍ଲକର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଥିବା ଜଣାପଡିଛି । ଆଜି ପ୍ରଥମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ଜୋନର ଜିଲା ପରିଷଦ…
Read More...

ଷ୍ଟ୍ରଙ୍ଗ୍‌ରୁମ୍ ବାହାରେ ଚିରା ବାଲାଟ୍ ପେପର ଦେଖି ବିଭିନ୍ନ ପ୍ରାର୍ଥୀ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତେଜନା

କେନ୍ଦ୍ରାପଡା : ଷ୍ଟ୍ରଙ୍ଗ୍‌ରୁମ୍ ବାହାରେ ଚିରା ବାଲାଟ ପେପର ଦେଖି ବିଭିନ୍ନ ପ୍ରାର୍ଥୀ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡଛି । ସୂଚନା ଅନୁସାରେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗ୍‌ରୁମ୍ ନିକଟରେ ଚିରା ବାଲାଟ ପେପର ପଡିବା ଦେଖି ଉତ୍ତେଜନା…
Read More...

ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ

କେନ୍ଦ୍ରାପଡା : ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ପରିବାର ଲୋକେ କେନ୍ଦ୍ରାପଡା ଜିଲା ପାଟକୁରା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଯାୟୀ, କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ ସାନଅଢ଼ଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁ ଗତ…
Read More...

ସହିଦଙ୍କ ବିୟୋଗରେ ଜିଲ୍ଲା ସୈନିକ ସଂଘର ସ୍ମୃତିସଭା

କେନ୍ଦ୍ରାପଡା, (ସସ୍ମିତା ପ୍ରଧାନ) : ଗତ ୮ ତାରିଖ ଦିନ ଦୋଷିଆ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଇନ୍ସପେକ୍ଟର ନଟବର ରାଉତଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଠିକ୍ ସେହିଦିନ ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହେଲିକେପ୍ଟର ନୀଳଗିରି ପାହାଡ଼ ନିକଟରେ…
Read More...

ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ କେନ୍ଦ୍ରାପଡ଼ାରେ

କେନ୍ଦ୍ରାପଡ଼ା : ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ କେନ୍ଦ୍ରାପଡ଼ାରେ । ତେବେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମଞ୍ଜୁରୀ ଦିଆଯାଇଥିବା ବେଳେ ପ୍ରକଳ୍ପ ଲାଗି ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ କରିବ…
Read More...

ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା : ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚେରପଡ଼ା ଗ୍ରାମରେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚେରପଡ଼ା ଗ୍ରାମର ମଦନମୋହନ…
Read More...