Browsing Tag

kendrapada news

ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଖାଦ୍ୟ ବଂଟନ

କେନ୍ଦ୍ରାପଡା, (କେପିଏନ୍‌ଏସ୍‌) : ଉତ୍କଳ ସାମ୍ବାଦିକ ସଂଘ, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଭିକ୍ଷୁକ, ଦିବ୍ୟାଙ୍ଗ ଏବଂ ମାନସିକ ଭାରସାମ୍ୟ ହରାଇଥିବା ଅସହାୟ ଲୋକଙ୍କୁ ଲକ୍ ଡାଉନ୍‌ ଆରମ୍ଭ ଠାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଆଜି ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା…
Read More...

ବିବାହର ପାଞ୍ଚ ଦିନ ପରେ କରୋନା ସଂକ୍ରମଣରେ ବର ମୃତ, ଅନେକ ଲୋକ ସଂକ୍ରମିତ ହୋଇଥିବା ଆଶଂକା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ଦିନ ପୂର୍ବେ ବିବାହ କରିଥିବା ବର କୋଭିଡ -୧୯ ସଂକ୍ରମିତ ହୋଇ ମାତ୍ର ୨୬ ବର୍ଷ ବୟରେ ଜୀବନ ହରାଇଥିବା ସୂଚନା ମିଳିଛି । ଏହି ଯୁବକଙ୍‌ଙ୍କ ମୃତ୍ୟୁ ପରେ କର୍ତ୍ତୃପକ୍ଷ ବିବାହ ସମାରୋହରେ ଉପସ୍ଥିତ ଥିବା ଲୋକଙ୍କୁ ସନ୍ଧାନ କରୁଛନ୍ତି, କାରଣ…
Read More...

ଓଲଟି ପଡିଲା ଯାତ୍ରୀବାହୀ ବସ୍‍ ପ୍ରିନ୍ସ

କେନ୍ଦ୍ରାପଡ଼ା : ଓଲଟି ପଡିଛି ଯାତ୍ରୀବାହୀ ବସ୍‍ ପ୍ରିନ୍ସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ଏକ ଘରୋଇ ବସ୍ ପ୍ରିନ୍ସ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଘଟଣାସ୍ଥଳରେ ବସ୍‌ ଭିତରେ ଥିବା…
Read More...

ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା : ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଦମ୍ପତି ଉଦ୍ଧାର ହୋଇ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ…
Read More...

ନାବାଳକର ବେକ କାଟିଥିବା ନାବାଳକ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା : ଜଣେ ନାବାଳକର ବେକ କାଟି ଦେଇଥିବା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଘଟଣାର ୨୪ ଘଂଟା ମଧ୍ୟରେ ସଦର ଥାନା ପୋଲିସ ହାତରେ ଧରାପଡିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଗତ ଗୁରୁବାର ସଦର ଥାନା ଅନ୍ତର୍ଗତ କଳପଡା ପଂଚାୟତର ଟୁବିହୁଡା ଗ୍ରାମର ନିଜ ମାମୁଁ ଘରକୁ ଆସିଥିବା ବାପୁନି ଓରଫ…
Read More...

କେନ୍ଦ୍ରାପଡା ବିଡିଓଙ୍କ ଭରତପୁର ପଞ୍ଚାୟତ ପରିଦର୍ଶନ

କେନ୍ଦ୍ରାପଡା : କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଭରତପୁର ଗ୍ରାମପଞ୍ଚାୟତକୁ ପରିଦର୍ଶନରେ ଯାଇ ଖଜିରିଆ ଶ୍ମସାନ ନିକଟରେ ମନରେଗା ଯୋଜନାରେ ଖନନ ହେଉଥିବା ୨ଟି ପୋଖରୀ, ଜଗନ୍ନାଥପୁର ଶ୍ମସାନ ପୋଖରୀ ସ୍ଥଳ ବୁଲି ଦେଖିବା ସହ ମେହେନ୍ଦିପୁର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ…
Read More...

ଏଟିଏମ କାଟି ଲୁଟି ନେଲେ ୪୨ ଲକ୍ଷ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ୨ଟି ଏସବିଆଇ ଏଟିଏମରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୁଇଟି ଏଟିଏମକୁ ଗ୍ୟାସ କଟରରେ କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଥିବା…
Read More...

ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ, ୩ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାପା-ମାଆଙ୍କ ଆଗରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ । ସେହିପରି ବାପା-ମା'ଙ୍କ ସମେତ ୧୨ ବର୍ଷର ଝିଅ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି…
Read More...

ଗଛରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଗଇଦୁଆ ପାଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମହାକାଳପଡ଼ା ଥାନା ଅନ୍ତର୍ଗତ ତନ୍ତୀଆପାଳ ଗାଁର ପୀତାମ୍ବର ସେଠୀ ବୋଲି ଜଣାପଡିଛି । ତେବେ ପୀତାମ୍ବରଙ୍କ ମୃତଦେହ ପାଟ ମଝିରେ ଥିବା ଏକ ଗଛରେ…
Read More...

ମହାପ୍ରୟାଣ ଗାଡ଼ି ଶବକୁ ନନେବାରୁ ମେଡିକାଲରୁ କାନ୍ଧରେ ବୋହିଲେ ସ୍ଥାନୀୟ ଯୁବକ

କେନ୍ଦ୍ରାପଡ଼ା: ଶବକୁ ନେଲାନି ମହାପ୍ରୟାଣ ଗାଡ଼ି । ଶେଷରେ ମେଡିକାଲରୁ କାନ୍ଧରେ ବୁହାଗଲା ମୃତଦେହ । ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡ଼ି ୮୦୦ ଟଙ୍କା ମାଗିବାରୁ ମୃତଦେହ ୪ ଘଣ୍ଟା ପଡି ରହିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏପରି ଏକ ଘଟଣା…
Read More...