ତୁରେକେଲା ଥାନା ମହନିଲହ ବେଲବାଂଜି ସଂରକ୍ଷିତ ଜଂଗଲରୁ ନରକଙ୍କାଳ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ
ସାଇଂଟିଫିକ୍ ଟିମ୍ ଓ ପୋଲିସର ଅନୁସଂଧାନ ଜାରି
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହନିଲହ ବେଲବାଂଜି ସଂରକ୍ଷିତ ଜଂଗଲରୁ ଏକ ନର କଙ୍କାଳ ତୁରକେଲା ପୋଲିସ ଶନିବାର ଦିନ ଉଦ୍ଧାର କରିଛି । ମୃତକଙ୍କ କୌଣସି ପରିଚୟ ଜଣାପଡି ନାହିଁ । ଘଟଣାସ୍ଥଳରେ!-->!-->!-->…
Read More...
Read More...