Browsing Tag

kantabanji news

ଜମି ବିବାଦକୁ ନେଇ ମାଆପୁଅଙ୍କ ଖବରଦାତା ସମ୍ମିଳନୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ପୈତୃକ ସମ୍ପତ୍ତିକୁ ଅନ୍ୟ ଜଣେ ଉତ୍ତରାଧିକାରୀ ନଥାଇ ଜମିର ମାଲିକ ବୋଲି ହକ୍‌ ଅଧିକାର ଦାବୀ କରୁଥିବା ନେଇ ଜମି ମାଲିକର ବଂଶଜ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ଦିନ କରିଛନ୍ତି । ଜମି ମାଲିକଙ୍କ
Read More...

ଶିକ୍ଷକ ପରମେଶ୍ୱର ଖମାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବାହାବଲ ଆଞ୍ଚଳିକ ସାଧନକେନ୍ଦ୍ରର ଗଭରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ଖମାରୀ(୬୦)ଙ୍କ ଅବସରରେ ଗଭରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ବିଦାୟକାଳୀନ
Read More...

ବିଧାୟକ ଲକ୍ଷ୍ମଣଙ୍କ ହସ୍ତକ୍ଷେପ ପରେ ଅଧାରେ ଅଟକିଲା ଜବର୍‌ ଦଖଲ୍‌ ଉଚ୍ଛେଦ କାମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର କଣ୍ଟାବାଞ୍ଜି ରେଲୱେ ଷ୍ଟେସନକୁ ଅମୃତ ଭାରତ ରେଲୱେ ଷ୍ଟେସନ ଯୋଜନାରେ ସାମିଲ କଲା ପରେ, କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ଉନ୍ନତି ପାଇଁ ରେଲୱେ ଜମି ଉପରେ ବସବାସ କରୁଥିବା ଲୋକମାନଙ୍କୁ ଗତ ବର୍ଷରୁ ନୋଟିସ୍‌ ଜାରି କରିଥିଲେ । ଏହାପରେ କିଛି
Read More...

ନବନିର୍ବାଚିତ ବିଧାୟକ ଶ୍ରୀ ବାଗଙ୍କୁ କଣ୍ଟାବାଞ୍ଜିର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧନା ସଭା

କଣ୍ଟାବାଞ୍ଜି , (ଗୁରୁଦୟାଲ ହଂସ) : ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ବୁଧବାର ସନ୍ଧ୍ୟାରେ ସହରର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟସ୍ତ ବ୍ରାହ୍ମଣ ସମାଜ ଭବନରେ ସମାଜଦ୍ୱାରା ବିଧାୟକ ଶ୍ରୀ ବାଗଙ୍କୁ ଏକ
Read More...

କଣ୍ଟାବାଞ୍ଜି ଏନ୍‌. ଏ. ସି. ନିକଟସ୍ଥ ରେଲୱେ ଜମି ଜବରଦଖଲ ଉଚ୍ଛେଦ ଘଟଣା

ବିଧାୟକଙ୍କ ହସ୍ତକ୍ଷେପରେ ଭଙ୍ଗାରୁଜାର ୧୫ଦିନ ମହଲତଭୂତଲ ପୋଲ ନିର୍ମାଣ ରାସ୍ତା ଜବରଦଖଲ ଉଚ୍ଛେଦ ସ୍ୱଭାବିକ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବର୍ଷ ବର୍ଷ ଧରି ରେଲୱେ ଜମିରେ ହଜାର ହଜାର ସଂଖ୍ୟାରେ ଲୋକେ ଘର ଦ୍ୱାର ନିର୍ମାଣ କରି ଜବରଦଖଲ କରି
Read More...

କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍‌ପିଟାଲ୍‌ର ମାନ୍ୟତା ଦାବୀରେ ବିଧାୟକଙ୍କୁ ଦାବୀପତ୍ର…

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପକଣ୍ଠ ସ୍ତରୀୟ ହସ୍‌ପିଟାଲ୍‌ର ମାନ୍ୟତା ଦାବୀରେ ଏକ ଦାବୀପତ୍ର ମଙ୍ଗଲବାର ଦିନ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ପ୍ରଦାନ କରାଯାଇଛି । ଏହା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର
Read More...

କଣ୍ଟାବାଞ୍ଜି ଏନ୍‌.ଏ.ସି. କର୍ମଚାରୀଙ୍କ ଦ୍ୱାରା ନବନିର୍ବାଚିତ ବିଧାୟକ ଶ୍ରୀ ବାଗଙ୍କୁ ସମ୍ବର୍ଦ୍ଧନା

ଏନ୍‌. ଏ. ସି.ରେ ବସବାସ କରୁଥିବା ଜନସାଧାରଣଙ୍କୁ ମୌଲିକ ସୁବିଧା ସୁଯୋଗ ଦେବା ପାଇଁ ଜଣାଇଲେ ଅନୁରୋଧ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌. ଏ. ସି. କର୍ମଚାରୀ ଦ୍ୱାରା ବୁଧବାର ଦିନ ଏନ୍‌. ଏ. ସି. ସଭାଗୃହରେ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ
Read More...

ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ମ୍ୟାଲେରିଆ ନିରାକରଣ ପରୀକ୍ଷା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଓ ବେଲପଡା ବ୍ଲକର ସୀମାର ଗମନାଗମନ ରାସ୍ତାଘାଟ ନଥିବା ଘଂଚ ଜଂଗଳ ଭିତର ଗାଁ ଗୁହିରାପଦରରେ ସୋମବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ସ୍ୱାସ୍ଥ୍ୟ ଶିବିରଟି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ସୋମବାର ଦିନ କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ତୁରେକେଲା ବ୍ଲକ ବି. ଡି. ଓ. ଶଙ୍କର୍ଷଣ ବେହେରା, ଅଧ୍ୟକ୍ଷା
Read More...

ଭାଲୁଖାଇ ସ୍କୁଲ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ : ମା’ ଓ ପୁଅ ଗୁରୁତର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭାଲୁଖାଇ ଗ୍ରାମ ସରକାରୀ ସ୍କୁଲ ନିକଟରେ ରବିବାର ଦିନ ପ୍ରାୟ ୧୨ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଦୁର୍ଘଟଣା ଘଟଛି । ଏହି ଦୁର୍ଘଟଣାରେ ଗୋଟିଏ ବାଇକ୍‌ରେ ଥିବା ମାଆପୁଅ ଗୁରୁତର ହେବାର ଗ୍ରାମବାସୀ ବେଲପଡା ସରକାରୀ
Read More...