Browsing Tag

kalahandi news

ମ. ରାମପୁର ଉର୍ଲାଦାନୀରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପ୍ରଶାସନ ଓ ସିଆର୍‌ପିଏଫ୍‌ ବି.୬୪ ବାଟାଲିୟନଙ୍କ ମିଳିତରେ ଭାରତ ମାତା ଏବଂ ବୀର ଯବାନଙ୍କ ନାମରେ ନାରା ଦେଇ କ୍ୟାମ୍ପରୁ ଉର୍ଲାଦାନୀ ଗ୍ରାମ…
Read More...

ରିଷିଡାରେ ବ୍ଲକସ୍ତରୀୟ କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ବ୍ଲକସ୍ତରୀୟ କୁରାଳ ସମାଜର ଭବନ ନିର୍ମାଣ ପାଇଁ ଗତକାଲି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ମୁରଲୀଧର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନର୍ଲା ବିଧାୟକ ଭୂପିନ୍ଦର ସିଂ…
Read More...

କର୍ଲାମୁଣ୍ଡା ବ୍ଲକର ୮ଟି ଦିବ୍ୟାଙ୍ଗ ପରିବାରକୁ ମିଳିଲା ୨୦ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ସହାୟତା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁର ଆଠଟି ଦିବ୍ୟାଙ୍ଗ ପରିବାରକୁ ଦିବ୍ୟାଙ୍ଗଙ୍କ ବିବାହ ପ୍ରୋତ୍ସାହନ ସହାୟତା ରାଶି ମିଳିଥିବା ଜଣାପଡ଼ିଛି । ସୂଚନା ମତେ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେସା ରେଡି,…
Read More...

ବିଜୁ ଛାତ୍ର ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ହେଲେ ଦେବେନ୍ଦ୍ର କୁମାର

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ତାର ପରିବର୍ଦ୍ଧିତ କମିଟି ଘୋଷଣା କରିଛି । ନିର୍ବାଚନୀ ମଣ୍ଡଳୀ ସ୍ତରରେ ବିଜୁ ଛାତ୍ର ଜନତା ଦଳକୁ ଶକ୍ତିଶାଳୀ ଓ ସୁସଂଗଠିତ କରିବା ପାଇଁ ଛାତ୍ର ନେତା ତଥା ସୁସଂଗଠକ ଦେବେନ୍ଦ୍ର କୁମାର…
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ତିନି ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରିଂଜା ଛକଠାରୁ ଏକ ବିଶାଳ…
Read More...

ହିନ୍ଦୀ ଶିକ୍ଷକ କୁଳେନ୍ଦ୍ର ପ୍ରସାଦ ବୈଠାରୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା, ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱରେ ହିନ୍ଦୀ ଶିକ୍ଷକ କୁଳେନ୍ଦ୍ର ପ୍ରସାଦ ବୈଠାରୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ମଣିପୁର ହିଂସାକୁ ଜୋରଦାର ପ୍ରତିବାଦ : ରାଜରାସ୍ତାକୁ ଓହ୍ଲାଇଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି, (ପି.କେ. ସାହୁ) : ମଣିପୁରରେ ଆଦିବାସୀ କୁକି ସଂପ୍ରଦାୟ ଉପରେ ବର୍ବରୋଚିତ ଆକ୍ରମଣ ଓ ଅତ୍ୟାଚାର ସହିତ ମହିଳାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା ଘଟଣାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ୱର ତେଜି ଉଠୁଥିବା ବେଳେ କଳାହାଣ୍ଡିରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦର ସ୍ବର ।…
Read More...

ମାଓବାଦୀ ସହିଦ ସପ୍ତାହ ପୂର୍ବରୁ ପୋଷ୍ଟର ଜାରି କଲା ମାଓ ସଂଗଠନ

କଳାହାଣ୍ଡି, (ପି.କେ. ସାହୁ) : ଜୁଲାଇ ମାସ ୨୮ରୁ ଅଗଷ୍ଟ ମାସ ୩ ତାରିଖ ଯାଏଁ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ । ଏହି ଅବସରରେ ପୋଷ୍ଟର ଜାରି କରିଛି ମାଓ ସଂଗଠନ । କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ନିକଟସ୍ଥ ଶଗଡ଼ାଠାରେ ଗତକାଲି ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଇଥିଲା । ମାଓ ସଂଗଠନ…
Read More...

ଥଇଥାନ ହେଲେ ଚାରି ଅନାଥ ଶିଶୁ : ସ୍ୱେଚ୍ଛାସେବୀଙ୍କ ପ୍ରୟାସକୁ ସାଧୁବାଦ ଜଣାଇଲେ ଅଂଚଳବାସୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ କୁଳିହାରୀଗୁଡା ଗ୍ରାମର ବୀରକିଶୋର ଲହଜଳ ଓ ସନ୍ତରା ଲହଜଳଙ୍କ ପରିବାର ବହୁତ ହସଖୁସିରେ ଥିଲା । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ । କିନ୍ତୁ ଦିନେ ଦୁଃଖର କଳାବାଦଲ ଏହି ପରିବାର ଉପରେ ପଡିଲା ।…
Read More...

ମଦନପୁର ସାପ୍ତାହିକ ବଜାର କାଦୁଅ ସରସର, ଖାଲ ଖମାରେ ଭର୍ତ୍ତି

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସାପ୍ତାହିକ ବଜାର ଅଞ୍ଚଳର ବହୁ ପୁରୁଣା ବଜାର । ଏହି ବଜାର ଉପରେ ଆଖପାଖ ଅଞ୍ଚଳର ବହୁ ଲୋକ ନିର୍ଭର କରୁଥିବା ବେଳେ ବଲାଙ୍ଗିର, ବୌଦ୍ଧ, ଫୁଲବାଣୀ କଳାହାଣ୍ଡିର ବେପାରୀମାନେ ବ୍ୟବସାୟ କରିଥାନ୍ତି । ଉକ୍ତ ବଜାର…
Read More...