ହାତୀ ଆକ୍ରମଣରେ ଯୁବକ ମୃତ
ଝାରସୁଗୁଡା : ହାତୀକୁ ଘଉଡ଼ାଇବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଭାଲୁପିତ୍ରା ଗ୍ରାମରେ ଏଭଳି ଘଟଣାଘଟିଛି । ମୃତ ଯୁବକ ଜଣକ ଫକିର କିସାନ୍ (୩୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀ କିର୍ମିରା ବ୍ଲକ ଭାଲୁପତ୍ରା!-->…
Read More...
Read More...