ଜୟପାଟଣାରେ ଆୟୋଜିତ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ପରିସର ମଧ୍ୟରେ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୩୦୨ ଜନ ହିତାଧିକାରୀ ପଞ୍ଜିକରଣ କରି ଡାକ୍ତରୀ ମାଇନା ପରେ ସାର୍ଟିଫିକେଟ ମାନପ୍ରାପ୍ତ କରିଥଲେ । ବିଶେଷଜ୍ଞ ଡାକ୍ତର ମାନଂକ!-->…
Read More...
Read More...