ବିପଦ ସଂକେତ ତଳେ ସୁବର୍ଣ୍ଣରେଖା : ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ବନ୍ୟାପାଣି କମିଥିବା ବେଳେ ଏବେବି ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କମିନି । ଦୀର୍ଘ ୫ଦିନର ଅଧିକ ସମୟ ହେବ ବାଲିଆପାଳ ବ୍ଲକର ୨୦ରୁ ଅଧିକ ଗାଁର ୧୫ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ଜଳେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖା!-->…
Read More...
Read More...