Browsing Tag

jaleswar news

ସଡକ ଦୁର୍ଘଟଣା : ୮ ଗୁରୁତର

ଜଳେଶ୍ଵର : ଯାତ୍ରୀବାହୀ ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଭାରସାମ୍ୟ ହରାଇ ନୟନଜୋରିକୁ ଖସିଲା ଯାତ୍ରୀବାହୀ ବସ୍ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ ନମ୍ବର ଜାତୀୟ ରାଜପଥର ଶାନ୍ତିଆ ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।
Read More...

ସିରିଜ ଦୁର୍ଘଟଣା, ୪ ଗୁରୁତର ଓ ୬ ଆହତ

ଜଳେଶ୍ୱର : ଜଳେଶ୍ୱର ବସ୍ତା ଥାନା ଗାନ୍ଧିଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଲିଆପାଳ ରାସ୍ତାର ପେଜଗଳାଠାରେ ସିରିଜ ଦୁର୍ଘଟଣା ଘଟିଛି । ଏକାସଂଗେ ଅଟୋ କାର ବାଇକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ଗୁରୁତର ହେବା ସହ ୬ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ନିକଟସ୍ଥ
Read More...

ମାଛ ଧରିବାକୁ ପୋଖରୀ ଶୁଖାଇବା ବେଳେ ନରକଙ୍କାଳ ଉଦ୍ଧାର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ଖାଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଁ ପୋଖରୀରୁ ବସ୍ତାରେ ଭର୍ତ୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଗ୍ରାମର
Read More...

କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଳେଶ୍ୱର : କାଜୁ ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ସକାଳ ପ୍ରାୟ ୧୦ଟା ବେଳେ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ କାଜୁ ଜଙ୍ଗଲ ଦେଇ ଜଣେ ମହିଳା କୌଣସି କାମରେ ଯାଇଥିବା ବେଳେ ଏକ ନବଜାତ ପିଲାର କାନ୍ଦ ଶବ୍ଦ
Read More...

ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକର ମୃତ୍ୟୁ

ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ଶିଖରପୁର ଠାରେ ଥିବା ଦୀପା ଇଟାଭାଟି ନିକଟରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ମାନେ ଶବକୁ ରାସ୍ତାରେ ରଖି ଅବରୋଧ କରିଥିଲେ । ଖବର ପାଇ ଜଳେଶ୍ୱର ଆଇଆଇସି ରୋଜାଲିନ ବେହେରା
Read More...

ଚଳନ୍ତା ମାଲବାହୀ ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଚାଳକ

ଜଳେଶ୍ୱର : ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ୪୦୭ ନମ୍ୱର ଏକ ଟ୍ରକ୍ ଗାଡ଼ିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଗାଡ଼ିଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଏହି ନିଆଁ ଲାଗିଥିବା କୁହାଯାଉଛି । ତେବେ ନିଆଁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୫ ଗୁରୁତର

ଜଳେଶ୍ଵର : ଆଜି ସକାଳେ ଜଳେଶ୍ୱର ଥାନା ୬୦ନମ୍ଵର ଜାତୀୟ ରାଜପଥ ଅମ୍ବାଳିଅଠା ବାଇପାସର ଅନତି ଦୂରରେ ଥିବା ଖୁସି ପ୍ଲାଜା ସମ୍ମୁଖରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ ଫଳରେ ରୋଗୀର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ଥିବା ଜଣାପଡିଛି । ସୂଚନାନୁଯାୟୀ, ପଶ୍ଚିମବଙ୍ଗ ମେଦିନୀପୁର
Read More...

କୋଟସାହି ଗ୍ରାମ ପଞ୍ଚାୟତରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦ୍‌ଘାଟିତ

ଜଳେଶ୍ୱର : ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତ ସ୍ଥିତ ଲକ୍ଷ୍ମୀ ନାରାୟଣ ମହିଳା ସଂଘ ଦ୍ୱାରା ଛତୁ ମଞ୍ଜି ଉତ୍ପାଦକ କେନ୍ଦ୍ରକୁ ଉଦ୍‌ଘାଟନ କଲେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ । ଜିଲ୍ଲାପାଳଙ୍କୁ ମହିଳା ସଂଘର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ସହିତ
Read More...

ଆମ ଆଦମୀ ପାର୍ଟି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଜଳେଶ୍ୱର : ଗୋବରଘଟା ପଂଚାୟତର ଆନନ୍ଦ ପ୍ଳାଜା ହୋଟେଲ ପରିସରରେ ଆପ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ମଲ୍ଲିକ ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟରେ ଆପ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପନୀୟ
Read More...

ଜଳେଶ୍ୱର ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠିତ

ଜଳେଶ୍ୱର : ଉତ୍ତର ବାଲେଶ୍ୱର ଅଞ୍ଚଳରେ ଥିବା ଜଳେଶ୍ୱର, ବସ୍ତା, ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ବୁଦ୍ଧିଜୀବୀ ଓ ସମାଜସେବୀମାନଙ୍କୁ ନେଇ ଜଳେଶ୍ୱର ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଯାଇଛି । ଏହି ଅବସରରେ ସୁବର୍ଣ୍ଣରେଖା ହୋଟେଲ ଠାରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଉଚ୍ଚ
Read More...