ଟ୍ରକ୍ ଧକ୍କାରେ ଓଲଟି ପଡ଼ିଲା ବସ୍ : ୨୦ରୁ ଅଧିକ ଗୁରୁତର
ଜଳେଶ୍ଵର : ଯାତ୍ରୀବାହୀ ବସ୍କୁ ପଛପଟୁ ଧକ୍କା ଦେଲେ ଟ୍ରକ୍ । ଭାରସାମ୍ୟ ହରାଇ ଓଲଟି ପଡିଲା ୪୦ ରୁ ଅଧିକ ଲୋକ ଥିବା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୦ ରୁ ଅଧିକ ଗୁରୁତରଙ୍କୁ ଜଳେଶ୍ଵର ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଗୀତାଞ୍ଜଳି!-->…
Read More...
Read More...