କାମାକ୍ଷାନଗରରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଧର୍ମାନନ୍ଦ ପରିଡା ବିଜୟୀ
ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସିର ଅଧ୍ୟକ୍ଷ ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ଧର୍ମାନନ୍ଦ ପରିଡା ନିର୍ବାଚିତ ହୋଇଛନ୍ତି । ତାଙ୍କ ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Read More...
Read More...